Cuttack: ପାର୍ବଣରେ ଦାଦାବଟି ଉପରେ ଲାଗିବ ରୋକ୍‍, ଅଭିଯୋଗ ପାଇଁ ନମ୍ବର ଜାରି

Share this:

କଟକ: Cuttack special enforcement numbers ପାର୍ବଣ ଋତୁରେ ଲାଗିବ ଦାଦାବଟିରେ ରୋକ୍। ପାର୍ବଣରେ ଦାଦାବଟି ଆଦାୟ ଉପରେ ରୋକ୍‍ ଲଗାଇବା ପାଇଁ କଟକ କମିଶନରେଟ୍‍ ପୁଲିସ୍‍ (Cuttack Commissionerate Police) ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

ଅପରାଧ ନିୟତ୍ରଣ ନିମନ୍ତେ ଅଭିଯୋଗ କରିବା ପାଇଁ ପୁଲିସ୍‍ ପକ୍ଷରୁ ଦୁଇଟି ନମ୍ବର ଜାରି କରାଯାଇଛି। ନମ୍ବର ଦୁଇଟି ହେଉଛି ୬୩୭୦୭-୦୧୫୫୦୮୭୬୩୦-୬୮୪୬୪। ଏହି ନମ୍ବରରେ ସାଧାରଣ ଲୋକ ଦାଦାବଟି ଆଦାୟ ନେଇ ଅଭିଯୋଗ କରିପାରିବେ। ତେବେ ଅଭିଯୋଗକାରୀଙ୍କ ନାମ ଗୋପନ ରଖାଯିବ ବୋଲି ଡି.ସି.ପି. (DCP) ପ୍ରତିଶ୍ରୁତି ଦେଇଛନ୍ତି।

Read Also | Habisyali In Puri: କାର୍ତ୍ତିକ ବ୍ରତ ଲାଗି ପୁରୀକୁ ଆସିବାକୁ ଥିବା ହବିଷ୍ୟାଳୀଙ୍କ ନାମ ଞ୍ଜୀକରଣ ଆରମ୍ଭ

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *