ଆଜି ରାଜ୍ୟରେ ଆଉ ୧୬୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

Share this:

ଭୁବନେଶ୍ଵର : ରାଜ୍ୟରେ ଆଜି  ଆଉ ୧୬୭୩ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୬ ହଜାର ୪୭୮ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୩୮୯ ଜଣ, ଖୋର୍ଦ୍ଧାରୁ ଜିଲ୍ଲାରୁ ୧୭୭ ଜଣ, ସୁନ୍ଦରଗଡ ରୁ ୧୬୩ ଜଣ, କଟକ ଜିଲ୍ଲା ରୁ ୧୨୬ ଜଣ, କୋରାପୁଟ ରୁ ୧୨୦ଜଣ,ପୁରୀ ରୁ ୧୦୦ ଜଣ,ସମ୍ବଲପୁର ରୁ ୬୧ ଜଣ , ବରଗଡ଼ ରୁ ୫୦ ଜଣ, କେଉଁଝର ରୁ ୪୭ ଜଣ, ରାୟଗଡା ରୁ ୪୭ ଜଣ, କନ୍ଧମାଳରୁ ୪୬ ଜଣ, ନୟାଗଡରୁ ୩୫ ଜଣ, ଯାଜପୁର ରୁ ୩୪ ଜଣ,ଗଜପତିରୁ  ୩୩  ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୧ ଜଣ, ବାଲେଶ୍ଵର ରୁ ୩୦ ଜଣ,ମାଲକାନଗିରି ଜିଲ୍ଲା ରୁ ୨୮ ଜଣ, ଭଦ୍ରକ ରୁ ୨୬ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୫, ଢେଙ୍କାନାଳରୁ ୨୪ ଜଣ,କଳାହାଣ୍ଡିରୁ ୨୧ ଜଣ, ବଲାଙ୍ଗୀରିରୁ ୧୫  ଜଣ,ସୋନପୁର ରୁ ୧୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୧ ଜଣ, ଜଗତସିଂପୁର ଜିଲ୍ଲାରୁ ୮ ଜଣ, ଝାରସୁଗୁଡାରୁ ୬ ଜଣ,ଅନୁଗୋଳ ରୁ ୪ ଜଣ, ନୂଆପଡ଼ା ଓ ବୌଦ୍ଧ ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

Share this: