Covid19 Bhubaneswar Updates: ଆଜି ୩୦୧ କରୋନା ପିଜିଟିଭ ଚିହ୍ନଟ ଏବଂ ସୁସ୍ଥ ହେଲେ ୩୯୨ ଜଣ
ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ୩୦୧ ଜଣ କରୋନା ପଜିଟିଭ (Corona Positive) ଚିହ୍ନଟ ହୋଇଛନ୍ତି। ଏଥି ସହିତ ୩୯୨ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି।

ଭୁବନେଶ୍ୱର ମହାନଗର ନିଗମ ଟ୍ଵିଟ ସୂଚନା ଅନୁସାରେ, ଆଜି ଚିହ୍ନଟ ନୂଆ ପଜିଟିଭଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୮୩ ଜଣ ଓ ସ୍ଥାନୀୟ ଅଂଚଳରୁ ୨୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧକେନ୍ଦ୍ରରୁ ଚିହ୍ନଟ ସମସ୍ତ ଆକ୍ରାନ୍ତ ପୂର୍ବରୁ ଚିହ୍ନିତ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ସେହିପରି ଆଜି ରାଜଧାନୀ ଭୁବନେଶ୍ୱରରରୁ ୩୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Also Read :
Rajyasabha Updates: ରାଜ୍ୟସଭାରୁ ୮ ସାଂସଦ ନିଲମ୍ବିତ,ଡେପୁଟି ଚେୟାରମ୍ୟାନ୍ ଙ୍କ ଅବିଶ୍ଵାସ ପ୍ରସ୍ତାବ ଖାରଜ