CBSE 12th Results 2022 Declared: ଆଜି ପ୍ରକାଶ ପାଇଛି CBSE 12th Results

Share this:

ବଡଖବର:

  • ଆଜି ପ୍ରକାଶ ପାଇଛି ସିବିଏସଇ ୧୨ ଶ୍ରେଣୀ ପରୀକ୍ଷା ଫଳ।
  • ଆଜି ମଧ୍ୟ ପ୍ରକାଶ ପାଇବ ଦଶମ ପରୀକ୍ଷା ଫଳ।

ନୂଆଦିଲ୍ଲୀ: CBSE 12th Results 2022 Declared: Pass percentage this year touched 92.71 percent, students can download the scorecard from https://www.cbse.gov.in ଆଜି ପ୍ରକାଶ ପାଇଛି CBSE ବୋର୍ଡ ଦ୍ୱାଦଶ ଶ୍ରେଣୀ ଫଳାଫଳ। ଆଜି ଦଶମ ପରୀକ୍ଷା ଫଳାଫଳ ମଧ୍ୟ ପ୍ରକାଶ ପାଇବ। ଫଳାଫଳ ବହୁତ ଭଲ ହୋଇଛି। ସିବିଏସ୍ଇ ବୋର୍ଡରେ, ଦ୍ୱାଦଶ ପରୀକ୍ଷାରେ ୯୨.୭୧ ପ୍ରତିଶତ ପିଲା ପାସ କରିଛନ୍ତି।

ସିବିଏସ୍ଇ ବୋର୍ଡ ଏହାର ଅଫିସିଆଲ୍ ୱେବସାଇଟରେ ପରୀକ୍ଷା ଫଳାଫଳ ପ୍ରକାଶ କରିଛି। ଆପଣ ଏହାକୁ ନିଜେ ମଧ୍ୟ ଦେଖିପାରିବେ। CBSE ଫଳାଫଳ 2022 ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ https://www.cbse.gov.in ପରୀକ୍ଷା ଫଳାଫଳ ଡାଉନଲୋଡ୍ କରନ୍ତୁ ଏବଂ ସେଥିରୁ ଏକ ପ୍ରିଣ୍ଟ୍ ବାହାର କରନ୍ତୁ ଯାହାକି ଭବିଷ୍ୟତରେ କାମରେ ଆସିବ।

amazon prime day sale
Share this:

Leave a Reply

Your email address will not be published. Required fields are marked *