Asia Cup 2022 Winner Sri Lanka: ଶ୍ରୀଲଙ୍କା ଏସିଆ କପ୍‌ ଚମ୍ପିୟାନ

Share this:

ଦୁବାଇ: Asia Cup 2022 Winner Sri Lanka ଏସିଆ କପ ଫାଇନାଲ ମ୍ୟାଚ (Asia Cup Final) ରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କା ପାକିସ୍ତାନ (Sri Lanka Vs Pakistan) କୁ ୨୩ରେ ପରାସ୍ତ କରି ଚାମ୍ପିୟନ ହୋଇଛି।

ସୂଚନାଯୋଗ୍ୟ, ପୂର୍ବରୁ ଏସିଆ କପ ଫାଇନାଲ ମୁକାବିଲାରେ ପାକିସ୍ତାନ ଟଚ ଜୟତୀ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ଶ୍ରୀଲଙ୍କା ବ୍ୟାଟିଂ କରି ଉଦୀୟମାନ ବ୍ୟାଟସ ମ୍ୟାନ ଭାନୁକା ରାଜପାକ୍ସେଙ୍କ ୪୫ ବଲ୍‌ରେ ୭୧ ରନ୍‌ର ଉପଯୋଗୀ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ଏକ ଭଲ ସ୍କୋର ୧୭୦ କରିଥିଲା। ପାକିସ୍ତାନ ଆଗରେ ୧୭୧ ରନ୍‌ର ବିଜୟ ଲକ୍ଷ୍ୟ ଥିଲା। କିନ୍ତୁ ପ୍ରଥମରୁ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେଲା ଏବଂ ୧୪୭ ରନ୍‌ ସଂଗ୍ରହ କରିଥିଲା। ପ୍ରମୋଦ ମଦୁଶାନ୍‌ ଓ ୱାନିଣ୍ଡୁ ହସରଙ୍ଗାଙ୍କ ଚମତ୍କାର ବୋଲିଂ ବଳରେ ଶ୍ରୀଲଙ୍କା ଏସିଆ କପ୍‌ ଚାମ୍ପିୟନ ହୋଇଛି। ପୂର୍ବରୁ ଭାରତ ଫାଇନାଲରୁ ବାଦ ପଡିଥିଲା।

Read Also | Railway Recruitment 2022 Advt: ବିନା ପରୀକ୍ଷାରେ ଭାରତୀୟ ରେଳବାଇରେ ଚାକିରି, ଜାଣନ୍ତୁ ଯୋଗ୍ୟତା କ’ଣ?

Share this:

Leave a Reply

Your email address will not be published. Required fields are marked *