ଅନୁଗୋଳ ଜିଲ୍ଲାରେ ଏ ବର୍ଷ ରଥଯାତ୍ରା ସଂପୂର୍ଣ୍ଣ ବନ୍ଦ : ଜିଲ୍ଲା ପ୍ରଶାସନ
ମହାମାରୀ କରୋନା (କୋଭିଡ଼ -୧୯ ) ସଂକ୍ରମଣ ଯୋଗୁଁ ଜନସାଧାରଣ ଙ୍କ ଜୀବନ ସୁରକ୍ଷା ତଥା ମାନ୍ୟବର ସୁପ୍ରିମକୋର୍ଟ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁପାଳନ ଆଧାରରେ ଚଳିତ ବର୍ଷ ଅନୁଗୋଳ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆୟୋଜିତ ହେବାକୁ ଥିବା ରଥଯାତ୍ରା କୁ ସଂପୂର୍ଣ୍ଣ ବନ୍ଦ ରଖିବାକୁ ଜିଲା ପ୍ରଶାସନ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି