ଢେଙ୍କାନାଳ ଜିଲ୍ଲାରୁ ୫୬ଜଣ କରୋନା ପଜିଟିଭ ଚିହ୍ନଟ
ଢେଙ୍କାନାଳ: ଆଜି ଢେଙ୍କାନାଳ ଜିଲ୍ଲାରେ ୫୬ଜଣ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି। ହୋମ କ୍ୱାରାଣ୍ଟାଇନ୍ (Home Quarantine)ରୁ ୩୬ ଜଣ ,ଲୋକାଲ କଣ୍ଟାକ୍ଟ (Local Contacts)ରୁ ୧୪ ଜଣ ଏବଂ ହସ୍ପିଟାଲ୍ (କଟକ ଓ ଭୁବନେଶ୍ଵର)ରୁ ୬ ଜଣ ଚିହ୍ନଟ ହୋଇଛନ୍ତି।
Also Read:ଭାରତରେ ପ୍ରତି ଏକ ମିନିଟ୍ ରେ ୫୮ ଜଣ ହେଉଛନ୍ତି କରୋନାରେ ଆକ୍ରାନ୍ତ
ଆଜି ଚିହ୍ନଟଙ୍କ ମଧ୍ୟରେ ଭୁବନ ବ୍ଲକରୁ ୧୫ ଜଣ,ଢେଙ୍କାନାଳ ପୌରାଞ୍ଚଳରୁ ୧୪ ଜଣ,ସଦର ବ୍ଲକରୁ ୬ ଜଣ,ହିନ୍ଦୋଳ ବ୍ଲକରୁ ୬ ଜଣ,ଓଡ଼ାପଡା ବ୍ଲକରୁ ୫ ଜଣ,ପରଜଂଗ ବ୍ଲକରୁ ୪ ଜଣ,ଭୁବନ ଏନଏସିରୁ ୩ ଜଣ ଏବଂ କାମାକ୍ଷାନଗର,ଗଁଦିଆ ଓ କଙ୍କଡ଼ାହାଡ ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
COVID-19 report of Dhenkanal District on 03-09-2020
— District Dhenkanal (@districtadmndkl) September 3, 2020
Number of new Positive cases- 56
Institutional Quarantine-Nil
Home Quarantine- 36
Local Contacts- 14
In Hospital(Cuttack & Bhubaneswar) – 06
You May Like It: