ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୧୯୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ,ସୁସ୍ଥଙ୍କ ସଂଖ୍ୟା ୫୦ ହଜାର ପାର

Share this:

ଭୁବନେଶ୍ଵର : ରାଜ୍ୟରେ ଆଜି  ଆଉ ୧୯୨୭ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫୦  ହଜାର ୫୦୩ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୨୪୬ ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୦ ଜଣ, ନୟାଗଡ ରୁ ୧୫୧ ଜଣ, ରାୟଗଡ଼ାରୁ ୧୪୬ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୦୮ଜଣ, କନ୍ଧମାଳରୁ ୧୦୧ ଜଣ, ଢେଙ୍କାନାଳ ରୁ ୯୫ ଜଣ, ମୟୁରଭଞ୍ଜ ରୁ ୮୮ ଜଣ, କୋରାପୁଟରୁ ୮୬  ଜଣ, କଟକ ରୁ ୭୮ଜଣ,ପୁରୀରୁ ୭୭ ଜଣ, ବଲାଙ୍ଗୀରରୁ ୭୫ ଜଣ, ଯାଜପୁର ରୁ ୭୪ ଜଣ, ବାଲେଶ୍ଵରରୁ ୭୦ଜଣ, ମାଲକାନଗିରି ଜିଲ୍ଲାରୁ ୪୩  ଜଣ, ନବରଙ୍ଗପୁରରୁ ୪୦ଜଣ, ଗଜପତିରୁ ୩୪ ଜଣ, ଜଗତସିଂପୁର ରୁ ୩୦ ଜଣ, ଭଦ୍ରକରୁ ୨୮ ଜଣ,ନୂଆପଡ଼ାରୁ ୨୭ ଜଣ, ସମ୍ବଲପୁର ଓ କଳାହାଣ୍ଡିରୁ ୨୧ ଜଣ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୧୯ ଜଣ, କେଉଁଝର  ଜିଲ୍ଲାରୁ ୧୮ ଜଣ, ଦେଓଗଡ ରୁ ୧୭ ଜଣ, ଝାରସୁଗୁଡାରୁ ୧୩ ଜଣ, ବରଗଡ଼ରୁ୧୨ ଜଣ, ବୌଦ୍ଧରୁ ୮ ଜଣ,ସୋନପୁରରୁ ୬ ଜଣ ଏବଂ ଅନୁଗୋଳରୁ ୫ ଜଣ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ୧୦କରୋନା ଜନିତ ମୃତ ,ମୃତ୍ୟୁ ସଂଖ୍ୟା ୩୯୦କୁ ବୃଦ୍ଧି ହୋଇଛି।

Also Read:

ଓଡ଼ିଶାରେ ରେକର୍ଡ ସଂଖ୍ୟକ ୨୬୯୮ ଜଣ କରୋନା ପଜିଟିଭ ଚିହ୍ନଟ

ଢେଙ୍କାନାଳ ଜିଲ୍ଲାରେ ପୁଣି ୨୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,୩୩ ଜଣ ସୁସ୍ଥ

ଆମାଜନର ବେଷ୍ଟ ଅଫ୍ ଟେକ୍ ବିକ୍ରୟ ୨୦୨୦ ଆରମ୍ଭ; ଲାପଟପ୍, ସ୍ମାର୍ଟଫୋନ୍ ବଡ଼ ରିହାତି କିଣିବାର ସୁଯୋଗ

Share this: