Corona Virus Odisha: ରାଜ୍ୟରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୋଟ ମୃତ୍ୟୁ ୧୩୪୦
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୯ କରୋନା (Covid-19 ) ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ମୋଟ ମୃତ୍ୟୁ ସଂଖ୍ୟା ୧୩୪୦ ରେ ପହଞ୍ଚିଛି। ମୃତଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲାରୁ ୩ ଜଣ, ଭୁବନେଶ୍ଵର, କଟକ, ସୁବର୍ଣପୂର, ସମ୍ବଲପୁର, ପୁରୀ ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଟ୍ଵିଟର ଯୋଗେ ଦିଆଯାଇଛି।
3.A 70-year-old male of Sundargarh district who was also suffering from Diabetes Mellitus.
— H & FW Dept Odisha (@HFWOdisha) November 2, 2020
4.A 48-year-old male of Sambalpur district who was also suffering from Hypertension.
5.A 79-year-old male of Bhubaneswar.
6.A 60-year female of Kandhamal district who was also suffering from Diabetes Mellitus, Hypertension, Hypocalcemia.
— H & FW Dept Odisha (@HFWOdisha) November 2, 2020
7.A 61-year male of Cuttack district who was also suffering from Diabetes Mellitus & Hypertension.
Also Read | Kartika Brata: ପବିତ୍ର ମହାକାର୍ତ୍ତିକ ବ୍ରତ ଆରମ୍ଭ, ଶ୍ରଦ୍ଧାଳୁଙ୍କ ପାଇଁ ବିକ୍ରି ହେବ ମହାପ୍ରସାଦ