ଆଜିର ରାଶିଫଳ

ମେଷ: ନିଜର ଉର୍ଜାକୁ ବ୍ୟକ୍ତିତ୍ୱ ଉନ୍ନତି ଜଡିତ କାର୍ଯ୍ୟରେ ଲଗାନ୍ତୁ, ଯାହା ଆପଣଙ୍କର ଚରିତ୍ରରେ ଉତ୍ଥାନ ଆଣିବ। ଯେଉଁ ବ୍ୟକ୍ତିମାନେ କର ଚୁକ୍ତି ନ କରନ୍ତି ଓ କର ଚୋରି କରନ୍ତି , ସେମାନେ ସାବଧାନ। ଆଜି ଆପଣ ଫସି ପାରନ୍ତି। ତେଣୁ କର ଚୋରି କରିବାରୁ ନିବୃତ୍ତ ରୁହନ୍ତୁ। ବନ୍ଧୁ ବାନ୍ଧବଙ୍କ ପାଖକୁ ଗୋଟେ ଛୋଟ ଯାତ୍ରା ଆପଣଙ୍କୁ ଦୌଡ଼ା-ଦୌଡ଼ି ଭରା ଦିନରେ ଆରାମ ଓ ଶାନ୍ତି ଦେବା ପରି ପ୍ରମାଣିତ ହେବ। ସେମିନାର ଓ ପ୍ରଦର୍ଶନୀ ଆପଣଙ୍କୁ ନୂଆ ଜ୍ଞାନ ଓ ବନ୍ଧୁ ଦେବ।

ବୃଷ: ସମ୍ପୂର୍ଣତଃ ସ୍ୱାସ୍ଥ୍ୟ ଆଜି ଭଲ ରହିବ କିନ୍ତୁ ଯାତ୍ରା ଯୋଗୁଁ ଆପଣଙ୍କ ଉପରେ ମାନସିକ ଓ ଶାରୀରିକ ଚାପ ପଡ଼ି ପାରେ। ବିଦେଶ ବା ଦୂରଦେଶରେ ଥିବା ଆପଣଙ୍କର ଜମିଜମା ଭଲ ଦରରେ ବିକ୍ରି ହୋଇପାରେ ଯେଉଁଥିରେ ଆପଣଙ୍କୁ ଭଲ ଲାଭ ହୋଇପାରେ। ନିଜର ପରିବାର ଲୋକଙ୍କ ଭଲ ପାଇଁ ପରିଶ୍ରମ କରନ୍ତୁ। ଆଜି କାର୍ଯ୍ୟସ୍ଥଳରେ ସହକର୍ମୀ ମାନେ ବହୁତ ସାହଯ୍ୟ କରିବା ଯୋଗୁ ଖୁସି ଅନୁଭବ କରିବେ। ସାଂସାରିକ ମୋହରୁ ଦୂରରେ ଆପଣ ଆଜି ଆନନ୍ଦର ଖୋଜରେ ଆଧ୍ୟାତ୍ମିକଗୁରୁଙ୍କୁ ଭେଟିବାକୁ ଯାଇପାରନ୍ତି।

ମିଥୁନ: ଆପଣ ଅନୁଭବ କରିବେ କି ଅଖା-ପାଖ ଲୋକ ଅତ୍ୟଧିକ ଦାବି କରି ପାରନ୍ତି। କିନ୍ତୁ ଯେତିକି ଆପଣ କରି ପାରିବେ, ତାହାଠୁ ଅଧିକ କରିବାର କଥା ଦିଅନ୍ତୁ ନାହିଁ ଓ କେବଳ ଅନ୍ୟର ଖୁସି ପାଇଁ ନିଜକୁ ଚାପ ଦିଅନ୍ତୁ ନହିଁ। ଅର୍ଥ ଆପଣଙ୍କ ପାଇଁ ସବୁଠାରୁ ବେଶୀ ମହତ୍ୱପୂର୍ଣ୍ଣ ତଥାପି ଏହପାଇଁ ଆପଣଙ୍କୁ ଆପଣଙ୍କ ସମ୍ପର୍କ ଖରାପ କରିବା ଉଚିତ ନୁହେଁ। ଆପଣଙ୍କ ପିଲାଙ୍କ ପୁରସ୍କାର ବିତରଣର ସମାରୋହର ନିମନ୍ତ୍ରଣ ପାଇ ଖୁସି ଅନୁଭବ କରିବେ। ଆଜି ସନ୍ଧ୍ୟା ସମୟ ଭଲରେ କାଟିବାକୁ ଯଦି ଚାହୁଁଛନ୍ତି, ତେବେ ଦିନସାରା ମନଲଗାଇ କାମ କରନ୍ତୁ।

କର୍କଟ: ଆଜି ଆପଣଙ୍କୁ ଶରୀରର କୌଣସି ଭାଗରେ ପୀଡ଼ା ଅନୁଭବ ହୋଇ ପାରେ। ଆଜି ଯାକ ଆପଣ ଉର୍ଜାରେ ଭରି ରହିବେ ଓ ହୋଇ ପାରେ କି ହଠାତ ଅଦେଖା ଲାଭ ମଧ୍ୟ ମିଳି ପାରେ। ସାମାଜିକ ଗତିବିଧି ଆନନ୍ଦଦାୟକ ରହିବ,କିନ୍ତୁ ନିଜ ରହସ୍ୟ କାହା ସାମନାରେ ପ୍ରକଟ କରିବେ ନାହିଁ। ଆଜି ପରିବାରର ବହୁତ ଗୁଡ଼େ ସମସ୍ୟା ଆପଣଙ୍କ ସହିତ ଆଲୋଚନା କରାଗଲେ ମଧ୍ୟ ଆପଣ ଆପଣଙ୍କ କାମରେ ବ୍ୟସ୍ତ ରହିବେ ଓ ଅବସର ସମୟରେ ନିଜର କୌଣସି ରୁଚି ପୂର୍ଣ୍ଣ କରି ସମୟ ଅତିବାହିତ କରିବେ।

ସି˚ହ: ଶରୀର ସ୍ୱାସ୍ଥ୍ୟ ରଖିବା ପାଇଁ ସିଗାରେଟ ଟାଣିବାର ଅଭ୍ୟାସ ଛାଡ଼ି ଦିଅନ୍ତୁ। ପିତା ମାତାଙ୍କ ସାହାଯ୍ୟ ପାଇଁ ଆପଣଙ୍କ ଆର୍ଥିକ ଅବସ୍ଥାରେ ଆଜି ବୃଦ୍ଧି ମିଳି ପାରେ। ଆଜି ଘର ଲୋକଙ୍କୁ ଲଜ୍ଜିତ କରନ୍ତୁ ନାହିଁ ଓ ଘର ଅବସ୍ଥା ହିସାବରେ ଗ୍ରହଣ କରନ୍ତୁ। ଆଜି ଦିନ ସାରା କାର୍ଯ୍ୟାଳୟର ପରିବେଶ ଉତ୍ତମ ରହିବ। ଆଜି ଘରେ ପୂଜା ପାଠ ଓ ବିଭିନ ଶୁଭ କାର୍ଯ୍ୟ ହେବ।

କନ୍ୟା: ଆଜି ଦିନସାରା ଊର୍ଜା ସହିତ ଭରା ରହିବେ। ପରେ କାମ ଚାପ ଯୋଗୁ ବିରକ୍ତ ହୋଇ ପାରନ୍ତି। ଅଧିକ ଧନକୁ ଭୂସମ୍ପତିର ନିବେଶ କରା ଯିବା ଲାଭକାରୀ ରହିବ। ପରିବାରର କୌଣସି ସଦସ୍ୟଙ୍କ ବ୍ୟବହାର ଆପଣଙ୍କୁ ବ୍ୟଥିତ କରିପାରେ। ଆପଣ ତାଙ୍କ ସହିତ କଥାହେବା ନିଜର ଦୁର୍ବଳତା ଏବଂ ସାମର୍ଥ୍ୟ ଉପରେ ନଜର ପକାଇବା ଉଚିତ। ଏହା ଦ୍ୱାରା ବ୍ୟକ୍ତିତ୍ୱରେ ସକାରାତ୍ମକ ପରିବର୍ତ୍ତନ ଆସେ।

ତୁଳା: ଖୁବ ଶୀଘ୍ର ରୋଗରୁ ଓହରି ଆସିବାର ସମ୍ଭାବନା ଅଛି। ଯେଉଁମାନଙ୍କର ଏପର୍ଯ୍ୟନ୍ତ ଦରମା ମିଳିନି ସେମାନେ ଆଜି ମାନସିକ ଦୁଃଶ୍ଚିନ୍ତାରେ ରହିପାରନ୍ତି ଓ ସାଙ୍ଗସାଥୀଙ୍କ ଠାରୁ ଉଧାର ନେଇପାରନ୍ତି। କାର୍ଯ୍ୟାଳୟରେ କେହି ଆପଣଙ୍କୁ କିଛି ବଢିଆ ଜିନିଷ କିମ୍ବା ଖବର ଦେଇ ପାରେ। ଆଜିର ଦିନ ଆପଣଙ୍କର। ନିଜର ଦୁର୍ବଳତା ଏବଂ ସାମର୍ଥ୍ୟ ଉପରେ ନଜର ପକାଇବା ଉଚିତ। ଏହା ଦ୍ୱାରା ବ୍ୟକ୍ତିତ୍ୱରେ ସକାରାତ୍ମକ ପରିବର୍ତ୍ତନ ଆସିବ।

ବିଛା: ସକରାତ୍ମକ ବିଚାରକୁ ହିଁ ନିଜ ମନକୁ ଆସିବାକୁ ଦିଅନ୍ତୁ। ଆପଣଙ୍କ ଧାନ ଆପଣଙ୍କ କାମରେ ସେବେ ଆସିପାରିବ ଯେବେ ଆପଣ କୌଣସି ବଦଖର୍ଚ୍ଚ କରିବା କମ କରିବେ। ଆଜି ଆପଣ ଏହା ବେଶୀ ଭଲ ଭାବରେ ବୁଝି ପାରିବେ। ନିଜର ଅହଂ ଭାବ ଯୋଗୁଁ ପରିବାର ଲୋକଙ୍କୁ ନିଜ ଅସୁବିଧା ନକହି ଆପଣ ଆହୁରି ବଡ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କାର୍ଯ୍ୟ କଲା ବେଳେ ଆପଣଙ୍କ ରାଗ ଶିଖର ଚଢ଼ିବ କିନ୍ତୁ କୌଣସି ନିଷ୍ପତି ନେବା ଆଗରୁ ଭଲ ଭାବରେ ଅନ୍ୟ ମାନଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ।

ଧନୁ: ସକରାତ୍ମକ ବିଚାରକୁ ହିଁ ନିଜ ମନକୁ ଆସିବାକୁ ଦିଅନ୍ତୁ। ଆପଣଙ୍କ ଧାନ ଆପଣଙ୍କ କାମରେ ସେବେ ଆସିପାରିବ ଯେବେ ଆପଣ କୌଣସି ବଦଖର୍ଚ୍ଚ କରିବା କମ କରିବେ। ଆଜି ଆପଣ ଏହା ବେଶୀ ଭଲ ଭାବରେ ବୁଝି ପାରିବେ। ନିଜର ଅହଂ ଭାବ ଯୋଗୁଁ ପରିବାର ଲୋକଙ୍କୁ ନିଜ ଅସୁବିଧା ନକହି ଆପଣ ଆହୁରି ବଡ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କାର୍ଯ୍ୟ କଲା ବେଳେ ଆପଣଙ୍କ ରାଗ ଶିଖର ଚଢ଼ିବ କିନ୍ତୁ କୌଣସି ନିଷ୍ପତି ନେବା ଆଗରୁ ଭଲ ଭାବରେ ଅନ୍ୟ ମାନଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ।

ମକର: ନିଜର ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ,ଯାହାକି ଆଧ୍ୟାତ୍ମକ ଜୀବନ ପାଇଁ ଆବଶ୍ୟକ। ଏହା ଜୀବନର ସମସ୍ୟାକୁ ଦୂର କରିବାରେ ସହାୟକ ହୁଏ ଓ ସଠିକ ଭାବନା ଦ୍ୱାରା ବ୍ୟକ୍ତିଙ୍କୁ ଆଲୋକିତ କରେ ଆଜି ଆପଣଙ୍କୁ ଭୂମି,ରୟାଲ-ଇଷ୍ଟେଟ କିମ୍ବା ସାଂସ୍କୃତିକ ପରିଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଅଛି। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ନହେଲେ ଘର ଲୋକଙ୍କ ମନରେ ଦୁଃଖ ଦେଇ ପାରନ୍ତି। ନିଜର ବରିଷ୍ଠ ମାନଙ୍କୁ ଅବହେଳା କରନ୍ତୁ ନାହିଁ।

କୁମ୍ଭ: ଆପଙ୍କ ଜୀବନସାଥିଙ୍କ ବିଶ୍ୱସ୍ତ ହୃଦୟ ଓ ସାହସୀ ଓ ଭାବ ଆପଣଙ୍କୁ ଖୁସି ଦେବ। ଆଜି ଆପଣଙ୍କୁ ସେମିତି ବନ୍ଧୁ ମାନଙ୍କ ଠାରୁ ଦୂରରେ ରହିବା ଉଚିତ ଯେଉଁମାନେ ଋଣ ନିଅନ୍ତି କିନ୍ତୁ ଫେରାନ୍ତି ନାହିଁ। ଆଜି ଦିନ ସାରା କିଛି ବିଶେଷ ନ କରିକି ଆପଣ ସହଜ ଭାବରେ ଲୋକଙ୍କ ଧ୍ୟାନ ନିଜ ଉପାରେ ଆକର୍ଷିତ କରିବାରେ ସଫଳ ରହିବେ। ଆଜି ଦିନରେ ଆପଣ କୌଣସି ପ୍ରାକୃତିକ ସୌନ୍ଦର୍ଯ୍ୟ ପରି ଚମକି ଉଠିବେ ନିଜର ଚାରିଆଡେ ହୋଉଥିବା ଗତିବିଧି ଉପରେ ଧ୍ୟାନ ରଖନ୍ତୁ କାରଣ ଆପଣଙ୍କ କାମର ଶ୍ରୟ ଆଉ କେହି ନେଇ ଯାଇ ପାରେ।

ମୀନ: ଆଜି ଦିନ ବେଳା ଭଲ ରହିଲେ ମଧ୍ୟ ସନ୍ଧ୍ୟା ବେଳକୁ ଧନ ଖର୍ଚ୍ଚ ହୋଇପାରେ ଯେଉଁଥିପାଇଁ ଆପଣ ବ୍ୟସ୍ତ ହୋଇପାରନ୍ତି। ଘରେ କୌଣସି ବୃଦ୍ଧ ମହିଳାଙ୍କ ଶରୀର ଖରାପ ଯୋଗୁଁ ଆପଣଙ୍କ ଚିନ୍ତା ବଢ଼ିପାରେ । ଯାତ୍ରା କରିବା ଯୋଗୁ ଆଜି ଆପଣଙ୍କ ମନ ଭଲ ରହିବ ଓ ଖୁସିରେ ଭରି ଉଠିବ। ନିଜର ଚେଷ୍ଠାକୁ ନୂଆ ଦିଗ ଦିଅନ୍ତୁ ଓ ଆପଣ ଦେଖିବେ କେମିତି ଅସାଧାରଣ ଉପଲବ୍ଧି ପ୍ରାପ୍ତ କରିବେ। ବୟସ୍କ ବ୍ୟକ୍ତିମାନେ ସେମାଙ୍କର ପୁରୁଣା ସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିପାରିବେ।
Also Read | ଚୋରମାନେ ମନ୍ଦିରର ତିନି ପୂଜାରୀଙ୍କୁ ହତ୍ୟା କରି ନଗଦ ଟଙ୍କା ନେଇ ଫେରାର