ଆଜିର ରାଶିଫଳ

Share this:

ମେଷ: ଆଖ-ପାଖ ଲୋକଙ୍କ ସହଯୋଗ ଆପଣଙ୍କୁ ସୁଖଦ ଅନୁଭୂତି ଦେବ। ଆୟ ବଢ଼ିବା ଯୋଗୁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ। ସେମାନଙ୍କ ସହିତ ଟିକେ ସମୟ ବ୍ୟତୀତ କରନ୍ତୁ, ଯେଉଁ ମାନେ ଆପଣଙ୍କୁ ପସନ୍ଦ କରନ୍ତି ଓ ଆପଣଙ୍କ ଯତ୍ନ ନିଅନ୍ତି। ଆପଣ ନିଜର କଠୋର ପରିଶ୍ରମ ଓ ଧର୍ଯ୍ୟ ଯୋଗୁଁ ସଫଳତା ପ୍ରାପ୍ତ କରିବେ। ଏହି ରାଶିର ଛାତ୍ର ଛାତ୍ରୀ ମାନେ ପୁରା ଦିନ ମୋବାଇଲ ରେ ବ୍ୟସ୍ତ ରହିପାରନ୍ତି।

ବୃଷ: ଯଦି ଆଜି ବାହାରକୁ ଯିବାର ଯୋଜନା ଅଛି ତାହେଲେ ଆଜି ବହୁତ ହସ ଖୁସିରେ ସବୁ କିଛି କଟିବ। ଆପଣଙ୍କୁ ଅନେକ ଗୁଡିକ କ୍ଷେତ୍ରରୁ ଧନ ଲାଭ ମିଳି ପାରେ। ନିଜ ପିଲା ମାନଙ୍କ ସହିତ ଯୋଜନା କରିବା ପାଇଁ ଅତି ଉତ୍ତମ ଦିନ ଅଟେ। ପ୍ରେମର ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ଆଜି ଦିନ ଅତି ବିଶେଷ ରହିବ। କାମକାର୍ଯ୍ୟ ଦୃଷ୍ଟିରୁ ଆଜି ଆପଣଙ୍କ କଥା ସମସ୍ତେ ଶୁଣିବେ ବ୍ୟବସାୟୀ ମାନେ ଅଫିସ ଅପେକ୍ଷା ସେମାନଙ୍କ ପରିବାର ସହିତ ଆଜି ସମୟ କାଟିବାକୁ ବେଶୀ ପସନ୍ଦ କରିବେ।

ମିଥୁନ: ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନାଅଛି। ଅର୍ଥ କୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କ ପାଇଁ ଉପକାରି ରହିବ। ଆପଣଙ୍କ ମାତା-ପିତାଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ଚିନ୍ତା ଓ ଉତ୍ତେଜନାରେ କାରଣ ହୋଇ ପାରେ।  କାର୍ଯ୍ୟକ୍ଷେତ୍ରର କଥାରେ ଆପଣଙ୍କ ଟିମର ସବୁଠୁ ଅଧିକ ବିରକ୍ତ କରିବା ବ୍ୟକ୍ତି ଆଜି ବୁଦ୍ଧିର କଥା କହୁଥିବା ଦେଖା ଯିବେ।  ଆଜି ସନ୍ଧ୍ୟାରେ କୌଣସି ସହକର୍ମୀଙ୍କ ସହିତ ସମୟ କଟାଇପାରନ୍ତି। କିନ୍ତୁ ପରେ ଆପଣଙ୍କୁ ଏହା ଅଯଥା ସମୟ ନଷ୍ଟ ହେଲାପରି ଲାଗିପାରେ।

କର୍କଟ: ନିଜର ବିଚାର ପ୍ରକାଶିତ କଲା ବେଳେ ସଂକୋଚ କରନ୍ତୁ ନାହିଁ। ନିଜର ଆତ୍ମବିଶ୍ୱାସ ପୁଣି ଥରେ ପାଇବା ପାଇଁ ନିଜର କଥା ଖୋଲିକି କୁହନ୍ତୁ ଓ ବିପଦର ସମାନ ଆଉ ଠାରେ ହସ ସହିତ କରନ୍ତୁ। ଭଲଭାବରେ ମନେରଖନ୍ତୁ ଯେ ଦୁଃଖ ସମୟରେ ଆପଣଙ୍କ ସଞ୍ଚିତ ଧନ ହିଁ ଆପଣଙ୍କ କାମରେ ଆସିବ। ସେଥିପାଇଁ ଆଜିଠାରୁ ଧନ ସଞ୍ଚୟର ଉପାୟ କରନ୍ତୁ। ସାଙ୍ଗ ମାନେ ଆଜି ଆପଣଙ୍କର ଦାତା ଆଚରଣର ଲାଭ ଉଠେଇ ବାକୁ ଚେଷ୍ଟା କରିବେ କିନ୍ତୁ ଆପଣ ବର୍ଜନ କରନ୍ତୁ। ପରିବାର ଲୋକଙ୍କ ସହିତ ଟିକେ ବିବାଦ ହୋଇ ପାରେ। କିନ୍ତୁ ଶେଷରେ ଆପଣଙ୍କ ଜୀବନସାଥୀ ଆପଣଙ୍କ ବିପଦର ସମାଧାନ କରିବେ।

ସି˚ହ: ପୁରୁଣା ଯୋଜନାରେ ସଫଳତା ଆତ୍ମବିଶ୍ଵାସରେ ବୃଦ୍ଧି ଆଣିବ। ଯଦି ଆପଣ କୌଣସି ବ୍ୟାଙ୍କ ଋଣ ପାଇଁ ଆବେଦନ କରିଥିଲେ ଅଥବା ଅପେକ୍ଷା କରିଥିଲେ ଆଜିର ଦିନରେ ତାହା ଆପଣଙ୍କୁ ମିଳିପାରେ। ଆଜି ଦିନରେ ଆପଣଙ୍କ କାର୍ଯ୍ୟାଳୟରେ କିଛି ଉତ୍ତମ କାର୍ଯ୍ୟ କରି ପାରନ୍ତି। ପୂର୍ବରୁ ରହି ଯାଇଥିବା କାମ ଗୁଡ଼ିକ ସାରିବାକୁ ପଡ଼ିବ ତେଣୁ ତାହା ପାଇଁ ସକାରାତ୍ମକ ଚିନ୍ତା ସହିତ ଟିକେ ବେଶୀ ପ୍ରଯତ୍ନ କରିବାକୁ ପଡ଼ିବ।  

କନ୍ୟା: ଯେହେତୁ ଆପଣ ଯାତ୍ରା କରିବା ଦୃଷ୍ଟିରୁ ଦୁର୍ବଳ ଅଛନ୍ତି,ସେଥିପାଇଁ ଲମ୍ବା ଯାତ୍ରାରୁ କରିବାଠୁ ନିଜକୁ ପରିହାର କରନ୍ତୁ। ଆଜି ଖାଲି ବସିବା ଅପେକ୍ଷା ଚାଲନ୍ତୁ କିଛି ଏମିତି କାମ କରିବା, ଯାହା ଆମର ରୋଜଗାର ବଢ଼ାଇ ପାରିବ. ଘରେ ଓ ଆଖ-ପାଖରେ ଛୋଟ-ମୋଟ ପରିବର୍ତନ ଘରର ସାଜେ-ସଜାରେ ବୃଦ୍ଧି ଆଣିବ। ସମୟର ସଦୁପଯୋଗ କରିବାପାଇଁ ଆଜି ଆପଣ ପାର୍କ ଯିବା ପାଇଁ ଯୋଜନା କରିପାରନ୍ତି କିନ୍ତୁ ସେଠି କୌଣସି ଅଚିଂହା ବ୍ୟକ୍ତିଙ୍କ ସହିତ ଯୁକ୍ତି ତର୍କ ହେଵା ଆପଣଙ୍କ ମୁଡ଼ ଖରାପ ହୋଇପାରେ।

ତୁଳା: ଆପଣ ଖାଲି ସମୟର ଆନନ୍ଦ ନେଇ ପାରିବେ। ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ। ଆପଙ୍କ ଅତ୍ୟଧିକ ସ୍ୱତଂତ୍ର ଜୀବନ ଶୈଳୀ ଯୋଗୁଁ ଘରେ ବିବାଦ ସୃଷ୍ଟି ହୋଇ ପାରେ – ତେଣୁ ରାତିରେ ଡେରିରେ ଘରକୁ ଫେରିବା ଓ ଅନ୍ୟ ମାନଙ୍କ ଉପରେ ଖର୍ଚ୍ଚ କରିବା ବନ୍ଦ କରନ୍ତୁ। ଆଜି ଆପଣଙ୍କ ଉପରେ ସମସ୍ଥଙ୍କର ଧ୍ୟାନ କେନ୍ଦ୍ରିତ ରହିବ ଓ ସଫଳତା ପାଇ ଆପଣ ସମୃଦ୍ଧଶାଳୀ ହେବେ।

ବିଛା: ଆଜି ଉଦାସ ଅର୍ଥ ଅବସ୍ଥା ଯୋଗୁଁ କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଅବରୋଧ ଆସି ପାରେ। ନିଜର ସମୟ ହତାସ ହାଇ ନଷ୍ଠ କରନ୍ତୁ ନାହିଁ ଓ ଆଉ ଥରେ ଚେଷ୍ଟା କରନ୍ତୁ। ଛୋଟ ମୋଟା ବାଧାର ସମ୍ମୁଖୀନ ହେବାର ସଂଭାନ ଅଛି,ତଥାପି ଆଜି ଦିନ ଆପଣଙ୍କୁ ନୂଆ ଉପଲବ୍ଧି ଦେଇ ପାରେ। ଯାତ୍ରା କରିବା ଆପଣଙ୍କ ପାଇଁ ଅତି ଉପକାରୀ ଓ ମନୋହର ଅଟେ।

ଧନୁ: ଆଜି ଦିନଟା ଏମିତିଆ କାର୍ଯ୍ୟ କରିବା ପାଇଁ ଉତ୍ତମ ଅଟେ,ଯାହା କରିକି ଆପଣଙ୍କୁ ନିଜ ବିଷୟରେ ଭଲ ଅନୁଭବ କରିବେ। ଯଦିଓ ଧନ ଆପଣଙ୍କ ହାତରୁ ସହଜରେ ଖସି ଚାଲିବ, କିନ୍ତୁ ଆପଙ୍କ ଗ୍ରହ ମାନେ ଆପଣଙ୍କ ଧନରେ କ୍ଷତି ହବାକୁ ଦେବେ ନାହିଁ।  ଆଜି ବନ୍ଧୁ ଓ ଜୀବନ ସାଥୀ ସହିତ ସମୟ କାଟିକି ବହୁତ ଖୁସି ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ର ଦୃଷ୍ଟିରୁ ଆଜି ଦିନଟା କେବଳ ଆପଣଙ୍କର ହିଁ। ଆଜି ଦିନସାରା ପରିବାର ସଦସ୍ୟଙ୍କ ସହିତ ସମୟ କାଟି ଜାଣିପାରିବେ ଜୀବନରେ ସମ୍ବନ୍ଧର ମୂଲ୍ୟ କେତେ।  

ମକର: ଆଜି ସାଙ୍ଗ ମାନେ ବହୁତ ସହଯୋଗ କରିବେ ଯାହାଯୋଗୁଁ ଆପଣ ଖୁସି ଅନୁଭବ କରିବେ ଆପଣଙ୍କ ବଦଖର୍ଚ୍ଚ ପାଇଁ ଆଜି ଆପଣଙ୍କ ପିତା ମାତା ଆପଣଙ୍କ ଉପରେ କ୍ରୋଧ ହୋଇପାରନ୍ତି। ଦିନକୁ ବିଶେଷ କରିବା ପାଇଁ ସନ୍ଧ୍ୟା ବେଳେ ପରିବାର ଲୋକଙ୍କ ସହିତ କୌଣସି ଭଲ ଯାହା ଖାଇବାକୁ ଯାଆନ୍ତୁ। ଆଜି ଦିନରେ କାର୍ଯ୍ୟକ୍ଷେତ୍ରରେ ଆହୁରି ବୃଦ୍ଧି ଦେଖି ପାରିବେ, ଯଦି ଆପଣ ସେଇ ଲୋକଙ୍କ ସହିତ କଥା ହେବାକୁ ଚେଷ୍ଟା କରିବେ, ଯେଉଁ ମାନେ ଆପଣଙ୍କୁ ପସନ୍ଦ କରନ୍ତିନି।  

କୁମ୍ଭ: ଆଜି ଯେଉଁ ନିବେଶ ଯୋଜନା ଗୁଡିକ ଆପଣଙ୍କୁ ଆକର୍ଷିତ କରୁଛନ୍ତି ତାହା ବିଷୟରେ ଭଲ ଭାବରେ ବୁଝି କରନ୍ତୁ ଓ କଥା ଦବା ଆଗରୁ ସମସ୍ତଙ୍କଠୁ ପରାମର୍ଶ ବି ନିଅନ୍ତୁ। ଛୋଟ ପିଲା ଆପଣଙ୍କୁ ବ୍ୟସ୍ତ ରଖିବେ ଓ ମାନଙ୍କୁ ଶାନ୍ତି ଦେବେ।  ଯୋଗ୍ୟ କର୍ମୀ ମାନଙ୍କୁ ପଦଉନ୍ନତି କିମ୍ବା ଆର୍ଥିକ ଲାଭ ହୋଇ ପାରେ। ଆଜି ଆପଣ ଆପଣଙ୍କର ବଳକା ସମୟ ସେହି ସବୁ କାମରେ ସଦୁପଯୋଗ କରିବେ ଯାହା ଆପଣ ବିଗତ ଦିନ ମାନଙ୍କରେ କରିନଥିଲେ।

ମୀନ: ଆପଣ ଖାଲି ସମୟର ଆନନ୍ଦ ନେଇ ପାରିବେ। କିଛି ଦିନରୁ ଆପଣଙ୍କର ବ୍ୟକ୍ତିଗତ ଜୀବନ ହିଁ ଆପଣଙ୍କ ଧ୍ୟାନର କେନ୍ଦ୍ର ରହିଛି। କିନ୍ତୁ ଆଜି ଆପଣ ସାମାଜିକ କାର୍ଯ୍ୟ ଉପରେ ବେଶୀ ଧ୍ୟାନ ଦେବେ ଓ ଅଭାବୀ ଲୋକଙ୍କର ସାହାଯ୍ୟ କରନ୍ତୁ।  ଆପଣଙ୍କର ବାଇଓଡାଟା ପଠେଇବା ପାଇଁ କିମ୍ବା ଇଣ୍ଟରଭିଉ ଦେବା ପାଇଁ ଉତ୍ତମ ସମୟ ଅଛି।

Also Read | Odisha Covid19: ଆଜି ରାଜ୍ୟରେ ଆଉ ୨୬୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this: