ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ କରୋନା ପଜିଟିଭ ଚିହ୍ନଟ
ତାଳଚେର: ଓଡ଼ିଶାର ପୁଣି ଜଣେ ବିଧାୟକ କରୋନା ସଂକ୍ରମିତ ହୋଇଛନ୍ତି। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
I have tested positive for COVID19 Whilst I am fine,I have been hospitalised as a precaution on the recommendation of doctors. Would Like to request those who have come in contact with me recently to Get Tested as soon as possible and exercise self quarantine .@CMO_Odisha
— Brajakishore Pradhan (@Brajaki27909005) September 13, 2020
ସେ ନିଜେ ଟ୍ଵିଟକରି ଜଣାଇଛନ୍ତି। ସେ ସୁସ୍ଥ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ଅତିଶୀଘ୍ର କରୋନା ପରୀକ୍ଷା କରାଇନେବାକୁ ଏବଂ କ୍ୱରାଣ୍ଟାଇନରେ ରହିବାକୁ ଅନୁରୋଧ କରିଛନ୍ତି। ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
Also Read:
ଅନୁଗୋଳ ଜିଲ୍ଲାରୁ ପୁଣି ୯୫ ଜଣ କରୋନା ପଜିଟିଭ ଚିହ୍ନଟ,ମୋଟ ୧୮୨୬
କୌଣସି ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ କେବଳ ଏକ ପରୀକ୍ଷା ଦ୍ୱାରା କରାଯିବା ଉଚିତ ନୁହେଁ:ପ୍ରଧାନମନ୍ତ୍ରୀ ମୋଦୀ