Special Trains: ଓଡ଼ିଶାରେ ଚାଲିବ ଆଉ ୪ଟି ସ୍ୱତନ୍ତ୍ର ଟ୍ରେନ୍‍

Share this:

ଭୁବନେଶ୍ଵର: ପୂର୍ବତଟ ରେଳପଥରେ ଆଉ ୪ଟି ସ୍ୱତନ୍ତ୍ର ଟ୍ରେନ୍‍ ଚଳାଚଳ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୁରୀ-ଭାଲ୍‍ସାଡ୍‍ (Puri- Valsad) ସାପ୍ତାହିକ ଏକ୍ସପ୍ରେସ୍‍ (ଭାୟା ଅନୁଗୁଳ-ଝାରସୁଗୁଡ଼ା-ବିଳାସପୁର ଭାୟା ଜବଲପୁର) ଅକ୍ଟୋବର ୧୫ରୁ ପ୍ରତି ଗୁରୁବାର ଭାଲ୍‍ସାଡ୍‍ ଛାଡ଼ିବ ଏବଂ ୧୮ ତାରିଖଠାରୁ ପ୍ରତି ରବିବାର ପୁରୀରୁ ଛାଡ଼ିବ। ସେହିପରି
ସିକନ୍ଦରାବାଦ-ସାଲିମାର ସ୍ୱତନ୍ତ୍ର ଟ୍ରେନ୍‍ ଆସନ୍ତା ୧୩ ତାରିଖଠାରୁ ପ୍ରତି ମଙ୍ଗଳବାର ଭୋର ୫ଟା ୪୦ରେ ସିକନ୍ଦରାବାଦରୁ ଛାଡ଼ିବ ଏବଂ ୧୪ ତାରିଖଠାରୁ ପ୍ରତି ବୁଧବାର ଅପରାହ୍ନ ୪ଟା ୫ ମିନିଟ୍‍ରେ ସାଲିମାରରୁ ଛାଡ଼ିବ।

Also Read | Angul Covid19: ଆଜି ପୁଣି ଅନୁଗୋଳ ଜିଲ୍ଲାରୁ ୨୨୧ ଜଣ କରୋନା ପଜିଟିଭ ଚିହ୍ନଟ, ମୋଟ ୬୦୨୬

Share this:

Leave a Reply

Your email address will not be published. Required fields are marked *