ଆଜି ରାଜ୍ୟରୁ ପୁଣି କରୋନାମୁକ୍ତ ହେଲେ ୧୮୬ ଜଣ

Share this:

ରାଜ୍ୟ ବାସୀଙ୍କ ପାଇଁ ଖୁସି ଖବର,କରୋନା ରୁ ପୁଣି ୧୮୬ ଜଣ ବ୍ୟକ୍ତି  ସୁସ୍ଥ ହୋଇ ଘରକୁ ଫେରିବେ। କଟକ ଜିଲ୍ଲା  ରୁ ସର୍ବାଧିକ ୬୨ ଜଣ ଙ୍କ ସହିତ କନ୍ଧମାଳ ଜିଲ୍ଲା  ରୁ ୪୧ ଜଣ ,ଖୋର୍ଦ୍ଧା ଜିଲ୍ଲା ରୁ ୩୨ଜଣ  ,ଗଞ୍ଜାମ ଜିଲ୍ଲା ରୁ ୧୨ଜଣ  ,ମୟୂରଭଞ୍ଜ ଜିଲ୍ଲା ରୁ ୮ଜଣ , ଅନୁଗୋଳ ଜିଲ୍ଲା ରୁ ୭ ଜଣ ,କେଉଁଝର ଜିଲ୍ଲା ରୁ ୫ ଜଣ କରୋନା ମୁକ୍ତ ହୋଇଛନ୍ତି। ସେହିପରି ମାଲକାନଗିରି ,ନୟାଗଡ ଓ ପୁରୀ ପ୍ରତି  ଜିଲ୍ଲା ରୁ ୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।  

Share this: