ପ୍ରବାସୀ ଶ୍ରମିକମାନଙ୍କୁ ସରକାର ଦେବେ ଶସ୍ତା ଭଡା ଘର

Share this:

ନୂଆଦିଲ୍ଲୀ : ବର୍ତ୍ତମାନ ପ୍ରବାସୀ ଶ୍ରମିକ ପାଇବେ ଭଡା ଘର। ତା’ପୁଣି ଶସ୍ତାରେ।  କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗୃହ ଯୋଜନା ଅଧୀନରେ ୧୦୭ ଟି ସହରରେ ୧  ଲକ୍ଷ ୮  ହଜାର ଛୋଟ ଘର ପ୍ରସ୍ତୁତ ଅଛି। ପ୍ରବାସୀ ଶ୍ରମିକମାନଙ୍କୁ ଏହି ଘର ଭଡା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଶ୍ରମିକମାନେ ଆଗରୁ  ଶସ୍ତା ଭଡା ଘର ପାଉନଥିଲେ , କିନ୍ତୁ ବର୍ତ୍ତମାନ ସରକାର ସେମାନଙ୍କ ପାଇଁ  ଶସ୍ତା ଭଡା ଘର ଯୋଗେଇଦେବା ନିଷ୍ପତ୍ତି ନେଇଛନ୍ତି।

Share this: