Breaking NewsCORONA UPDATESଓଡ଼ିଶା

ଆଜି ରାଜ୍ୟରେ ୨୫୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ,ମୋଟ ସୁସ୍ଥ ୬୭ ହଜାର ୮୨୬

Share this:

ଭୁବନେଶ୍ଵର:ରାଜ୍ୟରେ ଆଜି  ଆଉ ୨୫୦୩ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬୭ ହଜାର ୮୨୬  କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୬୯  ଜଣ,ଗଞ୍ଜାମ ଜିଲ୍ଲାରୁ ୨୦୪ ଜଣ, କଟକ ଜିଲ୍ଲାରୁ ୨୮୧  ଜଣ, ରାୟଗଡ଼ାରୁ ୧୮୦ ଜଣ, ସମ୍ବଲପୁରରୁ ୧୪୯ ଜଣ, ନୟାଗଡରୁ ୧୩୫ ଜଣ, ,ବାଲେଶ୍ଵରରୁ ୧୩୨ଜଣ,ପୁରୀରୁ ୧୦୨ଜଣ, କୋରାପୁଟରୁ ୯୫ଜଣ, ଝାରସୁଗୁଡାରୁ ୭୧ଜଣ, ବରଗଡ଼, ଭଦ୍ରକ ଓ ବୌଦ୍ଧରୁ ୭୦ ଜଣ ଲେଖାଏଁ, ମାଲକାନଗିରି ଜିଲ୍ଲାରୁ ୬୭ଜଣ, କନ୍ଧମାଳରୁ ୫୨ଜଣ,ଗଜପତି ରୁ ୪୮ ଜଣ, ନବରଙ୍ଗପୁରରୁ ୪୪ ଜଣ, କେନ୍ଦ୍ରାପଡାରୁ ୪୩ ଜଣ, କଳାହାଣ୍ଡି ଜିଲାରୁ ୩୮ ଜଣ, ବଲାଙ୍ଗୀରରୁ ୩୬ଜଣ,ଯାଜପୁରରୁ ୩୩ ଜଣ, ସୋନପୁରରୁ ୨୬ଜଣ, କେଉଁଝରରୁ ୨୧ଜଣ, ଢେଙ୍କାନାଳରୁ ୧୯ଜଣ, ଜଗତସିଂପୁରରୁ ୧୫ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୫ ଜଣ, ନୂଆପଡ଼ାରୁ ୭ ଜଣ,ଅନୁଗୋଳରୁ ୩ ଜଣଏବଂ ,ଦେଓଗଡରୁ ଜଣେ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ୮ କରୋନା ଜନିତ ମୃତ,ମୃତ୍ୟୁ ସଂଖ୍ୟା ୪୫୬ କୁ ବୃଦ୍ଧି ହୋଇଛି।

Also Read:

ଓଡ଼ିଶାରେ ଆଜି ରେକର୍ଡ ୩୬୮୨ ଜଣ କରୋନା ପଜିଟିଭ ଚିହ୍ନଟ,ମୋଟ ୯୪,୬୬୮ ହଜାର

Share this: