Nuapada:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡାରେ ବିଭିନ୍ନ ପ୍ରକଳ୍ପର କଲେ ଉଦ୍ଘାଟନ

ନୂଆପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ଆଜି ଦିନିକିଆ ନୂଆପଡା (Nuapada) ଗସ୍ତରେ ଯାଇ ୪ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ଖଡ଼ିଆଳ ତିଖାଲିଠାରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ (Tikhali Dam Lower Indra Irrigation Project) କୁ ସେ ଉଦ୍ଘାଟନ କରିଛନ୍ତି। ୧୭ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା ନୂଆପଡା ଜିଲ୍ଲା ଖଡିଆଳ ବ୍ଲକର ୧୩ହଜାର ୪ଶହ ହେକ୍ଟର ଏବଂ ବଲାଙ୍ଗୀର (Balangiri) ଜିଲ୍ଲାର ୧୬ ହଜାର ୪ଶହ ହେକ୍ଟର ଜମି ଜଳସେଚିତ ହୋଇପାରିବ।
ସେହିପରି ୩୧୫ କୋଟି ଟଙ୍କା ବ୍ୟୟରେ ୫ଟି ମେଗା ପାନୀୟଜଳ ପ୍ରକଳ୍ପ ନିର୍ମିତ ହୋଇଛି। ଖଡିଆଳ ଏବଂ ବୋଡେନ୍ ବ୍ଲକରେ ୧୬୬ କୋଟି ଟଙ୍କାରେ ୨୩ଟି ଗ୍ରାମରେ ୨୩ହଜାର ଘରକୁ ପାନୀୟ ଜଳ ପହଞ୍ଚିବାର ସୁବିଧା କରାଯାଇଛି। ନୂଆପଡା ବ୍ଲକରେ ୫୭ କୋଟି ଟଙ୍କାରେ ୧୦ଟି ଗ୍ରାମ ପଞ୍ଚାୟତର ୭ହଜାର ପରିବାରକୁ ପାନୀୟଜଳ ବଣ୍ଟନ ହୋଇଛି। ଖଡ଼ିଆଳ ଓ ନୂଆପଡାଠାରେ ଦୁଇଟି ଇନ୍ଡୋର୍ ଷ୍ଟାଡିୟମ ଏବଂ ୩ କୋଟି ଟଙ୍କା ବ୍ୟୟରେ ଏକ ବିଜ୍ଞାନ ପାର୍କ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
RECOMMENDED DEALS
Universal Silicone Keyboard Protector Skin for 15.6-inch Laptop
₹ 69.00 (as of April 13, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Hammonds Flycatcher RFID Protected Black Nappa Leather Wallet for Men|5 Card Slots| 1 Coin Pocket|2 Hidden Compartment|2 Currency Slots|1 ID Slot|with Easy Access Card Container
₹ 392.00 (as of n/a - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)HP 678 Black Ink Advantage Cartridge (CZ107AA)
₹ 753.00 (as of April 13, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Billebon Neck Pillow Eye Mask - Combo Airline Travel Sleeping Pillow with Sleeping Eye Mask Travel Eye Mask Great for Long Road Trips and Flights (Black)
₹ 309.00 (as of n/a - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)TP-Link AC750 Dual Band Wireless Cable Router, 4 10/100 LAN + 10/100 WAN Ports, Support Guest Network and Parental Control, 750Mbps Speed Wi-Fi, 3 Antennas (Archer C20)
₹ 1,499.00 (as of April 13, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Also Read | Paradip Plastic Park: ପାରାଦୀପ ପ୍ଲାଷ୍ଟିକ ପାର୍କ ପାଇଁ ଆଇଓସିଏଲ୍ ଏବଂ ଇଡକୋ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ