Breaking Newsଓଡ଼ିଶା ଆଜି ରାଜ୍ୟ ରେ ସୁସ୍ଥ ହେଲେ ୭୨୮ ଜଣ କରୋନା ଆକ୍ରାନ୍ତ,ଏସସିବି ରେ ଟେଷ୍ଟ ହେଲା ଲକ୍ଷେ July 25, 2020 MahimaLive 16 Views CORONA TEST, corona update odisha, covid19, indiafightscorona, Mahimalive, odisha, ODISHA NEWS, odisha state, positive 0 min read Share this: ରାଜ୍ୟରେ ଆଜି ଆଉ ୭୨୮କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୫ ହଜାର ୯୨୮ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୩୯୧ ଜଣ,ଖୋର୍ଦ୍ଧା ରୁ ୪୯ ଜଣ, କଟକ ରୁ ୪୩ ଜଣ, ବାଲେଶ୍ଵର ୩୩ଜଣ, ଯାଜପୁର ରୁ ୩୨ ଜଣ ,ଗଜପତି ଜିଲ୍ଲାରୁ ୨୩ଜଣ,ମୟୁରଭଞ୍ଜ ରୁ ୧୯ଜଣ, ଅନଗୁଳ ରୁ ୧୮ ଜଣ, ଜଗତସିଂହପୁର ଓ ନୟାଗଡ ରୁ ୧୭ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସମ୍ବଲପୁର ରୁ ୧୧ଜଣ,ମାଲକାନଗିରି ରୁ ୧୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି,ବରଗଡ଼,ଢେଙ୍କାନାଳ ଓ କେନ୍ଦ୍ରାପଡାରୁ ଓ ପୁରୀ ରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ବଲାଙ୍ଗୀରି ,ଝାରସୁଗୁଡା ଓ ସୋନପୁର ରୁ ୫ ଜଣ ଲେଖାଏଁ, ଭଦ୍ରକ ଓ ନବରଙ୍ଗପୁର ରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। କୋରାପୁଟ ରୁ ୩ ଜଣ ଓ ବୌଦ୍ଧ ଏବଂ କେଉଁଝର ରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। From The Web Share this: