Covid-19 Odisha: ଆଜି କରୋନାରେ ୧୫ ଜଣଙ୍କର ମୃତ୍ୟୁ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ଶୁକ୍ରବାର କରୋନା (Covid-19) ରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୧୦ କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

Also Read| Diwali: ବିନ୍ଦୁସାଗରରେ ଏବର୍ଷ ପୟାଶ୍ରାଦ୍ଧ ଓ ପିଣ୍ଡଦାନ ନିଷେଧ; ସାକ୍ଷୀଗୋପାଳରେ ଅଁଳା ନବମୀ ଦର୍ଶନକୁ ବନ୍ଦ

Share this: