Breaking NewsCORONA UPDATESଜାତୀୟ

କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ କରୋନା ସଂକ୍ରମିତ

Share this:

ନୂଆଦିଲ୍ଲୀ:କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତଙ୍କ  କରୋନା ପଜିଟିଭ ରିପୋର୍ଟ୍ ଆସିଛି। ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ଅସୁସ୍ଥତାର କିଛି ଲକ୍ଷଣ ଦେଖି ମୁଁ କରୋନା ପରୀକ୍ଷା କରିସାରିଛି ଏବଂ ମୋର ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶରେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ଯାଉଛି।  ମୁଁ ଅନୁରୋଧ କରୁଛି ଯେଉଁମାନେ ଗତ ଦିନରେ ମୋ ସହିତ ଯୋଗାଯୋଗ କରିଛନ୍ତି ସେମାନେ ନିଜକୁ ସଙ୍ଗରୋଧ କରନ୍ତୁ ଏବଂ ନିଜକୁ ପରୀକ୍ଷା କରନ୍ତୁ। ଆପଣ ସମସ୍ତେ ସୁସ୍ଥ ରୁହନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ।’

Share this: