Covid19 Odisha Updates: ଆଜି ରାଜ୍ୟରେ ୪,୧୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ୧,୩୭,୫୬୭

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୪୧୦୧ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୩୭  ହଜାର ୫୬୭ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୮୨  ଜଣ ସୁସ୍ଥ ହୋଇଛନ୍ତି। ସେହିପରି, କଟକରୁ ୫୫୦ ଜଣ, ବରଗଡ଼ରୁ ୯୪   ଜଣ, ଯାଜପୁରରୁ ୧୬୯ ଜଣ, ମୟୁରଭଞ୍ଜରୁ ୪୯ ଜଣ, ଭଦ୍ରକରୁ ୭୭ ଜଣ, ବାଲେଶ୍ଵରରୁ ୮୦ ଜଣ, ଢେଙ୍କାନାଳରୁ ୫୨ ଜଣ, ପୁରୀରୁ ୨୯୮ ଜଣ, ଜଗତସିଂପୁରରୁ ୧୧୫ ଜଣ, ରାୟଗଡାରୁ ୮୯ ଜଣ,ଗଞ୍ଜାମରୁ ୯୮ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୭୮ ଜଣ, ଅନୁଗୋଳରୁ ୧୬ ଜଣ, ନୟାଗଡ ୪୭  ଜଣ, ସୋନପୁରରୁ ୧୨୧ ଜଣ, ବଲାଙ୍ଗୀରରୁ ୧୯୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨୩,ଝାରସୁଗୁଡାରୁ ୫୯ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୧୫ କେନ୍ଦ୍ରାପଡା ୧୩୨, କୋରାପୁଟରୁ ୭୫ ଜଣ, କେଉଁଝରରୁ ୭୭ ଜଣ, କନ୍ଧମାଳରୁ ୧୦୨ ଜଣ, ନୂଆପଡ଼ାରୁ ୧୧୨ ଜଣ, କଳାହାଣ୍ଡିରୁ ୭୧ ଜଣ, ଗଜପତିରୁ ୨୫ ଜଣ, ବୌଦ୍ଧରୁ ୩୮ ଜଣ, ମାଲକାନଗିରି ଜିଲ୍ଲାରୁ ୩୪ ଜଣ ଏବଂ ଦେଓଗଡରୁ ୧୦ ଜଣ ଏବଂ ଷ୍ଟେଟ୍ ପୁଲ ରୁ ୩୨୦ ସୁସ୍ଥ ହୋଇଛନ୍ତି।

Also Read:

Covid19 Odisha Updates: ଆଜି ପୁଣି ରାଜ୍ୟରେ ୪,୧୮୦ କରୋନା ପଜିଟିଭ ଚିହ୍ନଟ,୧୩ ଜଣଙ୍କ ମୃତ୍ୟୁ

Covid19 India Updates: ଗତ ୨୪ ଘଣ୍ଟାରେ ଭାରତରେ ୯୬,୪୨୪ କରୋନା ସଂକ୍ରମିତ ଚିହ୍ନଟ,୧୧୭୪ ମୃତ

Share this: