Breaking NewsCORONA UPDATESଓଡ଼ିଶା

ବିଧାୟକ ଅନନ୍ତ ନାରାୟଣ ଜେନା କରୋନା ସଂକ୍ରମିତ

Share this:

ଭୁବନେଶ୍ଵର : ଭୁବନେଶ୍ଵର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ସେ ଟ୍ଵିଟ କରିକହିଛନ୍ତି, “ମୋର କରୋନା ପଜିଟିଭ୍‌ ରିପୋର୍ଟ ଆସିବା ପରେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଅଛି ଏବଂ ସୁସ୍ଥ ଅଛି। ମୋ ସଂସ୍ପର୍ଶରେ ଆସିଥିବା ଲୋକ କରୋନା ଟେଷ୍ଟିଂ କରିବା ସହିତ ଆଇସୋଲେସନ୍‌ରେ ରହିବାକୁ ପାଇଁ ପରାମର୍ଶ ଦେଉଛି।”

Share this: