Skip to content
February 13, 2026
Latest:
  • Gold Price Today Odisha: ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି କ୍ୟାରେଟ୍ ଦର
  • Joranda Magha Mela: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ପରମ୍ପରା, ପ୍ରସ୍ତୁତି ଓ ଆଧ୍ୟାତ୍ମିକ ମହତ୍ତ୍ୱ
  • Subhadra Yojana Installment In 2026: ଆଜି ମିଳିଲା ପୁଣି ସୁଭଦ୍ରା କିସ୍ତି
  • PUC Certificate Odisha: ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ନିଷେଧ ନିୟମ ଫେବ୍ରୁଆରୀ ୧ରୁ ଲାଗୁ
  • Gold Rate Today: ଆଜିର ସୁନା ଦର, ଦିନେ ବଢୁଛି ଦିନେ କମୁଛି
Mahima Live

  • HOME
  • ଓଡ଼ିଶା
    • ଅନୁଗୁଳ
    • ଢେଙ୍କାନାଳ
  • ଜାତୀୟ
  • ଦେଶ ବିଦେଶ
  • ଖେଳ ଖବର
  • ଟେକ୍ନୋଲୋଜି
  • ସ୍ୱାସ୍ଥ୍ୟ
  • VIDEOS
  • MORE
    • ବ୍ୟବସାୟ
    • ମନୋରଞ୍ଜନ
    • ଧର୍ମ ଓ ସଂସ୍କୃତି
    • ଜୀବନଶୈଳୀ
    • ଅପରାଧ
    • ଶିକ୍ଷା ଓ ନିଯୁକ୍ତି
    • ମୋ ପୃଷ୍ଠା
  • LIVE TV
  • ପାଣିପାଗ
  • ରାଶିଫଳ
Bank jobs
Breaking Newsଓଡ଼ିଶାଶିକ୍ଷା ଓ ନିଯୁକ୍ତି

IBPS ୨୦୨୦ କ୍ଲର୍କ ପୋଷ୍ଟରେ ୧୫୫୭ ନିଯୁକ୍ତି ସୁଯୋଗ; ଯୋଗ୍ୟତା ଏବଂ ଆବେଦନ

September 2, 2020 MahimaLive 40 Views bank manager, banking, BANKING JOBS, central Government jobs, clerk, How crack IBPS, how to open online banking account, IBPS, IBPS 2020, IBPS apply, IBPS PO admit card download, IBPS syllabus, Mahimalive, sbi po examination tips 1 min read
Share this:

ଭୁବନେଶ୍ଵର:ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ଆଣ୍ଡ ପର୍ସନାଲ ସିଲେକସନ (IBPS) ୧୫୫୭ କ୍ଲର୍କ ପଦବୀରେ ନିଯୁକ୍ତି ପାଇଁ ଉପଯୁକ୍ତ ପ୍ରାର୍ଥୀଙ୍କ ଠାରୁ ଅନଲାଇନ (online) ଦରଖାସ୍ତ ଗ୍ରହଣ କରିବ। ଏହି ନିଯୁକ୍ତି ବ୍ୟାଙ୍କ ଅଫ୍ ବରୋଦା, କାନାରା ବ୍ୟାଙ୍କ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ଇଣ୍ଡିଆନ୍ ବ୍ୟାଙ୍କ ଏବଂ ପଞ୍ଜାବ ଆଣ୍ଡ ସିଣ୍ଡ ବ୍ୟାଙ୍କରେ ଦିଆଯିବ। ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ(Last Date) ହେଉଛି ୨୩ ସେପ୍ଟେମ୍ବର ୨୦୨୦। ଅନଲାଇନ୍ ପ୍ରିଲିମସ୍ ପରୀକ୍ଷା( Preliminary ) ଡିସେମ୍ବର ୪, ୧୨, ୧୩ ରେ ଅନୁଷ୍ଠିତ ହେବ। ମୁଖ୍ୟ ପରୀକ୍ଷା (Main )୨୪ ଜାନୁୟାରୀ୨୦୨୧ ରେ ଅନୁଷ୍ଠିତ ହେବ।  

ଏଥିପାଇଁ ବୟସ ସୀମା ସର୍ବନିମ୍ନ  ୨୦ବର୍ଷ ଏବଂ ସର୍ବାଧିକ ୨୮ବର୍ଷ ଅଛି।  ଶିକ୍ଷାଗତ ଯୋଗ୍ୟତା ହେଉଛି ଯେକୌଣସି ଷ୍ଟ୍ରିମ୍ କିମ୍ବା ବିଷୟ ଉପରେ ସ୍ନାତକ (Graduation)। ଏଥି ସହିତ ଯେଉଁ ରାଜ୍ୟ ପାଇଁ ପ୍ରାର୍ଥୀ ଆବେଦନ କରୁଛନ୍ତି ସେଠାରେ ସ୍ଥାନୀୟ ଭାଷା ଲେଖିବା ଏବଂ କହିବା ଜାଣିଥିବା ଉଚିତ୍। କମ୍ପ୍ୟୁଟରରେ କାମ କରିବାର ଜ୍ଞାନ ସହିତ ପ୍ରାର୍ଥୀଙ୍କର କମ୍ପ୍ୟୁଟର ଅପରେସନ୍ (Computer Operation )କିମ୍ବା ଭାଷାରେ ସାର୍ଟିଫିକେଟ୍ (Language ) କିମ୍ବା  ଡିପ୍ଲୋମା କିମ୍ବା ଡିଗ୍ରୀ  କିମ୍ବା ଦଶମ କିମ୍ବା  କଲେଜ କିମ୍ବା ପ୍ରତିଷ୍ଠାନରେ କମ୍ପ୍ୟୁଟର କିମ୍ବା  ଆଇଟି ( IT) ବିଷୟ ଥିବା  ଉଚିତ୍।

ପ୍ରଥମେ ପ୍ରିଲିମସ୍ ପରୀକ୍ଷା ହେବ।  ଯେଉଁମାନେ ପ୍ରିଲିମିନାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେମାନଙ୍କୁ ମୁଖ୍ୟ ପରୀକ୍ଷା( Main ) ପାଇଁ ଡକାଯିବ । ମୁଖ୍ୟ ପରୀକ୍ଷାରେ ପ୍ରଦର୍ଶନ ଆଧାରରେ ଅନ୍ତିମ ମେରିଟ୍ (Merit )ତାଲିକା ପ୍ରସ୍ତୁତ କରାଯିବ। ଉଭୟ ପ୍ରିଲିମ ଏବଂ ମୁଖ୍ୟ ପରୀକ୍ଷାରେ ନେଗେଟିଭ ( Negative )  ମାର୍କିଂ ହେବ।  ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ୦.୨୫ ମାର୍କ କଟାଯିବ।

ଅନଲାଇନ୍ ଆବେଦନ (apply )ପାଇଁ ଶେଷ ତାରିଖ:୨୩ ସେପ୍ଟେମ୍ବର ୨୦୨୦

ଅନଲାଇନ୍ ଦେୟ ( Fee )ପାଇଁ ଶେଷ ତାରିଖ:୨୩ ସେପ୍ଟେମ୍ବର ୨୦୨୦  

ଆବେଦନ ( Apply ) ପାଇଁ ଆଇବିପିଏସ୍ ୱେବସାଇଟ୍ www.ibps.in କୁ ଯାଆନ୍ତୁ ଏବଂ ମେନ ଦେଖାଯାଉଥିବା ‘CRP CLERKS’ର ଲିଙ୍କରେ କ୍ଲିକ୍ କରନ୍ତୁ।

Also Read:

ଗୁଗୁଲର ” Kormo” ଆପ୍ ଚାକିରି ଦେଉଛି

ବର୍ତ୍ତମାନ ୪ବର୍ଷରେ ମିଳିବ ଡିଗ୍ରୀ,ପିଏଚଡି କରିବା ସହଜ,ସବୁ ଶିକ୍ଷାନୁଷ୍ଠାନରେ ଗୋଟିଏ ନିୟମ ; ଆସୁଛି ନୂତନ ଶିକ୍ଷା ନୀତି ୨୦୨୦

Share this:
  • ଅଯୋଧ୍ୟା ଶ୍ରୀରାମମନ୍ଦିର ମାନଚିତ୍ର ସର୍ବସମ୍ମତି କ୍ରମେ ମଞ୍ଜୁର,ମନ୍ଦିର ନିର୍ମାଣରେ ଆଉ ଆସିବନି ପ୍ରତିବନ୍ଧକ
  • ମୋଦୀ ସରକାରଙ୍କ Digital Strike;PUBG ସମେତ ୧୧୮ ଆପ୍ ବ୍ୟାନ

You May Also Like

naveen-patnaik

Odisha: କେନ୍ଦ୍ରୀୟ ଫୋର୍ସ ମୁତୟନ ବାବଦ ପାଉଣା ଛାଡ଼ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

April 29, 2021 MahimaLive
coronavirus_breaking

Corona Cases Odisha: ଓଡ଼ିଶାରେ ପୁଣି ବଢିଲା କରୋନା ସଂକ୍ରମଣ, ଆଜି ୪୧ ଚିହ୍ନଟ

June 16, 2022 MahimaLive

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ବିଧାୟକ କରୋନାରେ ମୃତ

August 17, 2020 MahimaLive
ABOUT US


Mahimalive is a Digital Media. Mahimalive.in is a 24×7 digital news portal with the aim of reaching among People. We are planning to digital IPTV/ OTT Platform ...Read More

  • About Us
  • Privacy Policy
  • Cookie Policy
  • Affiliate Disclosure
  • Advertisement With Us
  • Contact Us
  • Read In English

IMPORTANT LINKS

  • Aadhaar Download
  • Police Commissionerate
  • Health Department
  • CM Kisan Beneficiary List
  • Electric Vehicle Subsidy Apply
  • Train Ticket
  • Ration Card Apply
  • Voter ID Online Apply
Copyright © 2026 Mahima Live. All rights reserved.
Theme: ColorMag by ThemeGrill. Powered by WordPress.