ଖେଳ ଖବରଜାତୀୟ IPL ୟୁଏଇରେ ୧୯ ସେପ୍ଟେମ୍ବରରୁ ଆରମ୍ଭ July 24, 2020 MahimaLive 16 Views bcci, CORONA POSITIVE, covid-19, cricket, INDIAN PREMIER LEAGUE, IPL, IPL T20 BCCI, ipl2020, national, UAE 0 min read Share this: ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର୧୩ ତମ ସିଜନ୍ ବିଷୟରେ ଅଫିସିଆଲ୍ ଘୋଷଣା କରାଯାଇଛି। ଆଇପିଏଲ୍ ଚେୟାରମ୍ୟାନ୍ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛନ୍ତି ଯେ ଆଇପିଏଲ୍ ୨୦୨୦ ସମଗ୍ର ଟୁର୍ନାମେଣ୍ଟ ୟୁଏଇରେ ଖେଳାଯିବ, କାରଣ ଭାରତରେ କରୋନା ଭାଇରସ ମାମଲା ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସେ କହିଛନ୍ତି ଯେ ଆଇପିଏଲ ସେପ୍ଟେମ୍ବର ୧୯ ରୁ ଆରମ୍ଭ ହେବ ଏବଂ ନଭେମ୍ବର୮ରେ ଫାଇନାଲ ମ୍ୟାଚ ଖେଳାଯିବ। ସେ କହିଛନ୍ତି ,ଦୁବାଇ, ଆବୁଧାବି ଏବଂ ଶାରଜା ସମେତ ଆଇପିଏଲର ୧୩ ତମ ସିଜିନ୍ ପାଇଁ ୟୁଏଇରେ ବିସିସିଆଇ ଏହି ତିନୋଟି ସ୍ଥାନ ଚୂଡାନ୍ତ କରିଛି। ସମସ୍ତ ଆଇପିଏଲ୍ ମ୍ୟାଚ୍ ଏହି ତିନୋଟି ସ୍ଥାନରେ ଖେଳାଯିବ। FROM THE WEB Share this: