Skip to content
June 21, 2025
Latest:
  • Liquor and Nonveg Ban at Puri: ପୂରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବ୍ୟାନ
  • Subhadra Yojana Online Form Apply 2024: SHG ମହିଳା ସୁଭଦ୍ରା ଯୋଜନାରୁ ବାଦ!,ସେପ୍ଟେମ୍ବର ୧୭ରେ ଶୁଭାରମ୍ଭ
  • Naveen Patnaik: ସଂସଦରେ ନବୀନଙ୍କୁ ପ୍ରଶଂସା କଲେ ଅମିତ ଶାହା
  • Ayodhya Ram Mandir: ରାମ ମନ୍ଦିରକୁ ସବୁଠୁ ବଡ଼ ଦାନ; ଗୁଜରାଟର ଜଣେ ବ୍ୟକ୍ତିଙ୍କ ୧୦୧ କେଜି ସୁନା ଦାନ, ଜାଣନ୍ତୁ କିଏ
  • Street Crime Helpline Number: ବଟି ଓ ପୂଜା ଚାନ୍ଦା କେହି ମାଗୁଛି କି?; କରନ୍ତୁ ଅଭିଯୋଗ,ଟୋଲ ଫ୍ରି ନମ୍ବର ଜାରି
Mahima Live

  • HOME
  • ଓଡ଼ିଶା
    • ଅନୁଗୁଳ
    • ଢେଙ୍କାନାଳ
  • ଜାତୀୟ
  • ଦେଶ ବିଦେଶ
  • ଖେଳ ଖବର
  • ଟେକ୍ନୋଲୋଜି
  • CORONA UPDATES
  • VIDEOS
  • MORE
    • ବ୍ୟବସାୟ
    • ମନୋରଞ୍ଜନ
    • ଧର୍ମ ଓ ସଂସ୍କୃତି
    • ଜୀବନଶୈଳୀ
    • ଅପରାଧ
    • ଶିକ୍ଷା ଓ ନିଯୁକ୍ତି
    • ମୋ ପୃଷ୍ଠା
  • LIVE TV
  • ପାଣିପାଗ
  • ରାଶିଫଳ
pmjdy
Breaking Newsଜାତୀୟ

Pradhanmantri Jan-Dhan ଯୋଜନା ଖାତାଧାରୀଙ୍କୁ ବୀମା ସୁବିଧା

September 20, 2020 MahimaLive
Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା (PMJDY) ଅଧୀନରେ ଆକାଉଣ୍ଟଧାରୀଙ୍କୁ ୧ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ସୁବିଧା ସହିତ ଏକ ମାଗଣା ରୁପେ ଡେବିଟ୍ କାର୍ଡ (Rupay Debit Card) ପ୍ରଦାନ କରାଯାଇଛି। ୨୮-୦୮-୨୦୧୮ ପରେ ଖୋଲାଯାଇଥିବା ପିଏମଜେଡିୱାଇ ଆକାଉଣ୍ଟଧାରୀଙ୍କ ବୀମା ରାଶିକୁ ୧ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଏହି ସୂଚନା ଦେଇଛନ୍ତି।

ଅଧିକ ବିବରଣୀ ପ୍ରଦାନ କରି ମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଯୋଗ୍ୟ ତଥା ଇଚ୍ଛୁକ ପିଏମଜେଡିୱାଇ ଆକାଉଣ୍ଟଧାରୀମାନେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBMY) ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY) ଅଧୀନରେ ପଞ୍ଜିକୃତ ହୋଇ ପାରିବେ।

ପିଏମଏସବିୱାଇ ଅଧୀନରେ ଦୁର୍ଘଟଣା ବୀମାଭୁକ୍ତ ୧୮ ବର୍ଷରୁ ୭୦ ବର୍ଷ ବୟସ ବର୍ଗରେ ନାମ ଲେଖାଇଥିବା ହିତାଧିକାରୀଙ୍କୁ କେବଳ ବାର୍ଷିକ ୧୨ ଟଙ୍କା ପ୍ରିମିୟମ ସହିତ ୨ ଲକ୍ଷ ଟଙ୍କାର ବୀମା ସୁବିଧା ପ୍ରଦାନ କରାଯାଇଛି। ଏହି ବାର୍ଷିକ ୧୨ ଟଙ୍କା ପ୍ରିମିୟମକୁ ଆକାଉଣ୍ଟଧାରୀଙ୍କ ସମ୍ମତି ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅଟୋ-ଡେବିଟ୍ ମାଧ୍ୟମରେ ନିଆଯାଉଛି।

ସେହିଭଳି ପିଏମଜେଜେବିୱାଇ ଅଧୀନରେ, ଜୀବନ ବୀମାଭୁକ୍ତ ପାଇଁ ୧୮ ବର୍ଷରୁ ୫୦ ବର୍ଷ ବୟସ ବର୍ଗରେ ପଞ୍ଜିକୃତ ହିତାଧିକାରୀଙ୍କୁ ବାର୍ଷିକ ୩୩୦ ଟଙ୍କା ପ୍ରିମିୟମ ମାଧ୍ୟମରେ ୨ ଲକ୍ଷ ଟଙ୍କାର ବୀମା ସୁବିଧା ପ୍ରଦାନ କରାଯାଇଛି। ଏହି ବାର୍ଷିକ ୩୩୦ ଟଙ୍କା ପ୍ରିମିୟମକୁ ଆକାଉଣ୍ଟଧାରୀଙ୍କ ସମ୍ମତି ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅଟୋ ଡେବିଟ୍ ମାଧ୍ୟମରେ ନିଆଯାଉଛି।

Also Read:

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ନୂଆ ସୁବିଧା ଏବେ ଉପଲବ୍ଧ

Share this:
  • Odisha Covid19 Updates: ଆଜି ରାଜ୍ୟରେ ୪୦୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ,୧୦ ଜଣ ମୃତ
  • Angul Covid19 Updates: ଆଜି ପୁଣି ଅନୁଗୋଳରୁ ୧୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ

You May Also Like

nagarjuna besha

Puri: ନାଗାର୍ଜୁନ ବେଶ ଆଲୋଚନା ପାଇଁ ଖୁବ୍‍ ଶୀଘ୍ର ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ,ଶ୍ରୀମନ୍ଦିର ତିନି ଦ୍ଵାର ହେବ ରୂପା ଛାଉଣି

September 23, 2020 MahimaLive
bharat-bandh

Bharat Bandh Updates: ଜିଏସ୍‍ଟି କୁ ନେଇ ଆଜି ଭାରତ ବାଣିଜ୍ୟ ବନ୍ଦ, କେଉଁ କେଉଁ ସେବାରେ ପଡିବ ଅସର

February 26, 2021 MahimaLive
ind vs sri

Asia Cup-2022 : ଭାରତ ଶ୍ରୀଲଙ୍କା ଠାରୁ ୬ ୱିକେଟରେ ପରାସ୍ତ, ଏସିଆ କପରୁ ବାହାର ଆଶଂକା

September 7, 2022 MahimaLive
ABOUT US


Mahimalive is a Digital Media. Mahimalive.in is a 24×7 digital news portal with the aim of reaching among People. We are planning to digital IPTV/ OTT Platform ...Read More

  • About Us
  • Privacy Policy
  • Cookie Policy
  • Affiliate Disclosure
  • Advertisement With Us
  • Contact Us
  • Read In English

IMPORTANT LINKS

  • Aadhaar Download
  • Police Commissionerate
  • Health Department
  • Kalia Yojana Status
  • Electric Vehicle Subsidy Apply
  • Train Ticket
  • Ration Card Apply
  • Voter ID Online Apply
Copyright © 2025 Mahima Live. All rights reserved.
Theme: ColorMag by ThemeGrill. Powered by WordPress.