ଆସନ୍ତା ସେପ୍ଟେମ୍ବର ୬ରେ ହେବାକୁଥିବା NDA,NA ପରୀକ୍ଷା ପାଇଁ ରେଳବାଇର ସ୍ଵତନ୍ତ୍ର ଟ୍ରେନ

Share this:

ଭୁବନେଶ୍ଵର: ଆସନ୍ତା ସେପ୍ଟେମ୍ବର ୬ରେ ୟୁନିଅନ ପବ୍ଲିକ ସର୍ଭିସ କମିଶନ (Union Public Service Commission ) ଙ୍କ ଦ୍ଵାରା ପରିଚାଳିତ ନ୍ୟାସନାଲ ଡିଫେନ୍ସ ଏକାଡେମୀ(National Defence Academy) ଏବଂ ନାଭାଲ ଏକାଡେମୀ(Naval Academy) ପରୀକ୍ଷା ଅନୁଷ୍ଠିତ ହେବ।

ଏଥିପାଇଁ ପାଇଁ ପରକ୍ଷାର୍ଥୀଙ୍କ ସୁବିଧାରେ ପରୀକ୍ଷା କେନ୍ଦ୍ର ସହରରେ ପହଞ୍ଚିବା ନିମନ୍ତେ ରେଳ ମନ୍ତ୍ରଣାଳୟ ସେପ୍ଟେମ୍ବର ୫ରେ ପୂର୍ବ ତଟ ରେଳ ଅଧୀନରେ ଥିବା ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ସୂଚନା ଅନୁସାରେ, ଟ୍ରେନଗୁଡିକ ମୂଳ ଷ୍ଟେସନରୁ ଅପରାହ୍ନ ୫ଟାରେ ଛାଡି ସନ୍ଧ୍ୟାରେ ପରୀକ୍ଷା କେନ୍ଦ୍ର ସହରରେ ପହଞ୍ଚିବ।

ଘୋଷଣା କରିଥିବା ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ହେଉଛି:

  • ବ୍ରହ୍ମପୁର-କଟକ ମେମୁ ପରୀକ୍ଷା ସ୍ୱତନ୍ତ୍ର (Brahmapur-Cuttack MEMU Examination Special)
  • ପାରାଦୀପ-କଟକ ମେମୁ ପରୀକ୍ଷା ସ୍ୱତନ୍ତ୍ର (Paradeep-Cuttack MEMU Examination Special)
  • ଅନୁଗୋଳ-କଟକ ମେମୁ ପରୀକ୍ଷା ସ୍ୱତନ୍ତ୍ର ଭାୟା-ତାଳଚେର (Anugul-Cuttack MEMU Examination Special via Talcher)
  • କେନ୍ଦୁଝରଗଡ-କଟକ ମେମୁ ପରୀକ୍ଷା ସ୍ୱତନ୍ତ୍ର (Kendujhargarh-Cuttack MEMU Examination Special)
  • ରାଉରକେଲା-ସମ୍ବଲପୁର ପରୀକ୍ଷା ସ୍ୱତନ୍ତ୍ର ( Raurkela-Sambalpur Examination Special)
  • କଣ୍ଟାବାଞ୍ଜୀ-ସମ୍ବଲପୁର ପରୀକ୍ଷା ସ୍ଵତନ୍ତ୍ର ( Kantabanji-Sambalpur Examination Special)
  • ଇଛାପୁରମ୍-ବିଶାଖାପାଟନମ୍ ପରୀକ୍ଷା ସ୍ଵତନ୍ତ୍ର ( Ichhapuram-Visakhapatnam Examination Special)

Also Read :

Jio WiFi Mesh Router ଲଞ୍ଚ,ମୂଲ୍ୟ ୨,୪୯୯ ଟଙ୍କା

ମାତାପିତା, ସଂପର୍କୀୟ ଆଦିଙ୍କ ମନପସନ୍ଦ ବିଷୟରେ ପିଲାମାନଙ୍କୁ ଅଧ୍ୟୟନ କରିବାକୁ ବାଧ୍ୟକରାଯାଏ :ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ

ଭାରତୀୟ ରେଳବାଇରେ ନିଯୁକ୍ତି ଖବରକାଗଜରେ ବାହାରିଥିବା ବିଜ୍ଞାପନ ସମ୍ପୂର୍ଣ୍ଣ ମିଛ, ଭାରତୀୟ ରେଳବାଇ ବେସରକାରୀ ସଂସ୍ଥାକୁ ନିଯୁକ୍ତି ପାଇଁ ଅନୁମତି ଦିଏ ନାହିଁ : ଭାରତୀୟ ରେଳବାଇ

Share this:

One thought on “ଆସନ୍ତା ସେପ୍ଟେମ୍ବର ୬ରେ ହେବାକୁଥିବା NDA,NA ପରୀକ୍ଷା ପାଇଁ ରେଳବାଇର ସ୍ଵତନ୍ତ୍ର ଟ୍ରେନ

Leave a Reply

Your email address will not be published. Required fields are marked *