Odisha Weather Report: ଆସନ୍ତା ୫ଦିନ କାଳବୈଶାଖୀ

Share this:

ଭୁବନେଶ୍ଵର: Odisha Weather Report ରାଜ୍ୟରେ ଗ୍ରୀଷ୍ମର ପ୍ରବାହ  ଜାରି ରହିଛି। ଦିନ ୧୧ ପରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି। ରାଜ୍ୟର ପ୍ରାୟ ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ସାରା ରାଜ୍ୟ ତାତିରେ ଶିଝୁଛି। ଗତକାଲି ସୋନପୁରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୪ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ଼ କରାଯାଇଛି।

GET TRENDING AIR CONDITIONER AT 35% OFF AMAZON SALE

ପ୍ରବଳ ଗରମରୁ ରକ୍ଷା ମିଳିପାରେ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Share this:

Leave a Reply

Your email address will not be published. Required fields are marked *