Odisha Covid19 Updates: ଆଜି ରାଜ୍ୟରେ ୩୭୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୩ ହଜାର ୭୦୪ ଜଣ କରୋନା (Corona) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୪୯ ହଜାର ୩୭୯ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୯୬  ଜଣ ସୁସ୍ଥ ହୋଇଛନ୍ତି। ସେହିପରି, କଟକରୁ ୩୨୦ ଜଣ, ବରଗଡ଼ରୁ ୧୩୨  ଜଣ, ଯାଜପୁରରୁ ୧୧୩ ଜଣ, ମୟୁରଭଞ୍ଜରୁ ୧୨୦ଜଣ, ଭଦ୍ରକରୁ ୭୬ ଜଣ, ବାଲେଶ୍ଵରରୁ ୭୩ ଜଣ, ଢେଙ୍କାନାଳରୁ ୩୯ ଜଣ, ପୁରୀରୁ ୨୫୬ ଜଣ, ଜଗତସିଂପୁରରୁ ୯୦ ଜଣ, ରାୟଗଡାରୁ ୯୮ ଜଣ,ଗଞ୍ଜାମରୁ ୫୫ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୧୧୧ ଜଣ, ଅନୁଗୋଳରୁ ୨୨ ଜଣ, ନୟାଗଡ ୩୬  ଜଣ, ସୋନପୁରରୁ ୬୫ ଜଣ, ବଲାଙ୍ଗୀରରୁ ୧୩୬ ଜଣ, ସୁନ୍ଦରଗଡରୁ ୧୩୬ ଜଣ, ଝାରସୁଗୁଡାରୁ ୧୫୧ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୨୦ ଜଣ, କେନ୍ଦ୍ରାପଡା ୧୪୭ ଜଣ, କୋରାପୁଟରୁ ୯୯ ଜଣ, କେଉଁଝରରୁ ୭୨ ଜଣ, କନ୍ଧମାଳରୁ ୮୫ ଜଣ, ନୂଆପଡ଼ାରୁ ୧୧ ଜଣ, କଳାହାଣ୍ଡିରୁ ୩୪ ଜଣ, ଗଜପତିରୁ ୨୨ ଜଣ, ବୌଦ୍ଧରୁ ୫୧ ଜଣ, ମାଲକାନଗିରି ଜିଲ୍ଲାରୁ ୨୭ ଜଣ ଏବଂ ଦେଓଗଡରୁ ୨୩ ଜଣ ଏବଂ ଷ୍ଟେଟ୍ ପୁଲ ରୁ ୧୮୮ ସୁସ୍ଥ ହୋଇଛନ୍ତି।

Also Read:

Share this: