Breaking Newsଜାତୀୟଦେଶ ବିଦେଶ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮,୪୭୨ ଆରୋଗ୍ୟ ଏବଂ ୬୪୮ ଜଣ ମୃତ July 22, 2020 MahimaLive 15 Views america death, corona virus, corona virus india, corona virus india news, covid-19 symptoms, Global death, National News, NEWS 0 min read Share this: ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୧ ଲକ୍ଷ ୯୨ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ,ଦେଶରେ ୩୭ ହଜାର ୭୨୪ ଟି ନୂତନ ମାମଲା ରିପୋର୍ଟ ହୋଇଛି । ଏଥିସହିତ ୨୪ ଘଣ୍ଟାରେ ୨୮ ହାଜର ୪୭୨ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଦେଶରେ ଭାଇରସରୁ ମୁକ୍ତି ପାଇଥିବା ରୋଗୀଙ୍କ ସଂଖ୍ୟା ସାତ ଲକ୍ଷକୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୭ ହଜାର ୭୨୪ ଟି ନୂଆ କରୋନା ଭଟାଣୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬୪୮ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ସମୁଦାୟ କରୋନା ଜୀବାଣୁ ସଂଖ୍ୟା ୧୧ ଲକ୍ଷ ୯୨ ହଜାର ୯୧୫ କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୪ ଲକ୍ଷ ୧୧ ହଜାର ୧୩୩ ସକ୍ରିୟ ମାମଲା ହୋଇଥିବାବେଳେ ୭ଲକ୍ଷ ୫୩ ହଜାର ୦୫୦ ଲୋକ ସୁସ୍ଥ ହୋଇଯାଇଛନ୍ତି। ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୨୮ ହଜାର ୭୩୨ ଲୋକ ପ୍ରାଣ ହରାଇଛନ୍ତି। From The Web Share this: