ଓଡ଼ିଶାBreaking NewsCORONA UPDATES

ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କରୋନା ଆକ୍ରାନ୍ତ

Share this:

ଭୁବନେଶ୍ଵର: ଉଚ୍ଚଶିକ୍ଷା,କୃଷି ଓ କୃଷକ ସଶକ୍ତିକରଣ ଓ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ହୋମ ଆଇସୋଲେସନ୍‌ ( Isolation )ରେ ଅଛନ୍ତି ଏବଂ ତାଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ଯଦି ଆବଶ୍ୟକ ହୁଏ ସେମାନେ କୋଭିଡ୍‌ ଟେଷ୍ଟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏନେଇ ନିଜେ ମନ୍ତ୍ରୀ ଅରୁଣ କୁମାର ସାହୁ ଟ୍ଵିଟ କରି ସୂଚନା ଦେଇଛନ୍ତି।

Share this: