Breaking Newsଓଡ଼ିଶା

ନୋ ଏନ୍ଟ୍ରୀ ଭୁବନେଶ୍ୱର

Share this:

ଗଞ୍ଜାମ-ଖୋର୍ଦ୍ଧା ବର୍ଡରକୁ ସିଲ୍ କରାଯାଇଛି। ଜିଲ୍ଲାର କାହାକୁ ଭୁବନେଶ୍ୱର ଯିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ଟୁଇଟ୍ କରି ସୂଚନା ଦେଇଛନ୍ତି। ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ରୋକିବା ଲାଗି  ଏପରି ନିର୍ଦେଶ ଦଆଯାଇଛି।

Share this: