ଆଜି ରାଜ୍ୟରେ ଆଉ ୧୭୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ,ସୁସ୍ଥଙ୍କ ସଂଖ୍ୟା ୫୨ ହଜାର ୨୭୬

Share this:

ଭୁବନେଶ୍ଵର ( ମହିମାଲାଇଭ ) : ରାଜ୍ୟରେ ଆଜି  ଆଉ ୧୭୭୩ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫୨  ହଜାର ୨୭୬କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୨୫୪ଜଣ, ଗଞ୍ଜାମ ଜିଲ୍ଲାରୁ ୨୧୬ଜଣ,କଟକରୁ ୧୪୭ ଜଣ, ସମ୍ବଲପୁରରୁ ୧୨୫ ଜଣ, କନ୍ଧମାଳରୁ ୯୨ଜଣ, ଯାଜପୁରରୁ ୮୭ ଜଣ, ମୟୁରଭଞ୍ଜ ରୁ ୮୦ଜଣ, ରାୟଗଡ଼ାରୁ ୭୭ ଜଣ,ପୁରୀରୁ ୭୪ ଜଣ, ମାଲକାନଗିରି ଜିଲ୍ଲାରୁ ୭୨ଜଣ, କୋରାପୁଟରୁ ୬୯ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬୮ଜଣ, ବାଲେଶ୍ଵରରୁ ୫୮ଜଣ,ନୟାଗଡ ରୁ ୫୧ଜଣ, କଳାହାଣ୍ଡି ଓ କେଉଁଝର  ଜିଲ୍ଲାରୁ ୩୮ଜଣ ଲେଖାଏଁ , ବରଗଡ଼ରୁ୩୨ ଜଣ, ଗଜପତିରୁ ୩୦ଜଣ , ବଲାଙ୍ଗୀରରୁ ୨୬ଜଣ, ଭଦ୍ରକରୁ ୨୫ ଜଣ, ନବରଙ୍ଗପୁରରୁ ୨୩ଜଣ, କେନ୍ଦ୍ରାପଡ଼ାରୁ ୨୨ଜଣ, ଢେଙ୍କାନାଳରୁ ୨୦ଜଣ, ଝାରସୁଗୁଡାରୁ ୧୯ ଜଣ, ଜଗତସିଂପୁର ରୁ ୧୫ ଜଣ,ଅନୁଗୋଳରୁ ୭ ଜଣ, ସୋନପୁର ଓ ନୂଆପଡ଼ାରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ୯କରୋନା ଜନିତ ମୃତ ,ମୃତ୍ୟୁ ସଂଖ୍ୟା ୩୯୯କୁ ବୃଦ୍ଧି ହୋଇଛି।

Also Read:

ଓଃ… ଏଥପାଇଁ ତା’ହେଲେ ନେପାଳ ପ୍ରଧାନମନ୍ତ୍ରୀ ଓଲି,ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଗଷ୍ଟ ୧୫ ଦିନ ଫୋନ କରିଥିଲେ

WHO ର ଚେତାବନୀ କରୋନା ଭାଇରସ୍ ଯୁବଗୋଷ୍ଟି ଦ୍ଵାରା ବିସ୍ତାର କରିଛି

ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୬୯ ହଜାର ୬୫୨ କରୋନା ପଜିଟିଭ ଚିହ୍ନଟ,୯୭୭ ମୃତ

Share this: