Breaking Newsଓଡ଼ିଶା ରାଜ୍ୟ ରେ ଆଜି ୧୨୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ,ମୋଟ ସୁସ୍ଥ ହେଲେ ୨୫ ହଜାରରୁ ଅଧିକ August 5, 2020 MahimaLive 15 Views BHUBANESWAR, Covaxine, covid, DIGITAL, Ganjam, Mahimalive Odisha, news agency, NEWS ODISHA, odisha, odishafightscorona, ଓଡ଼ିଶା, ଓଡ଼ିଶା କରୋନା ଖବର, ଓଡ଼ିଶା କୋଭିଡ଼ ଖବର, ମହିମା, ମହିମା ଲାଇଭ 1 min read Share this: ଭୁବନେଶ୍ଵର : ରାଜ୍ୟରେ ଆଜି ଆଉ ୧୨୫୫ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା୨୫ ହଜାର ୭୩୭ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୮୫, ଖୋର୍ଦ୍ଧାରୁ ୧୨୫ଜଣ, ସୁନ୍ଦରଗଡରୁ ୧୨୨ ଜଣ,ସମ୍ବଲପୁରରୁ୧୦୭ ଜଣ, ପୁରୀରୁ ୭୫ ଜଣ , ମୟୁରଭଞ୍ଜ ଜିଲ୍ଲାରୁ ୪୩ ଜଣ କଟକ ରୁ ୪୦ ଜଣ, ଜଗତସିଂପୁର ରୁ ୨୯ଜଣ , କନ୍ଧମାଳ ରୁ ୨୮ ଜଣ, ବାଲେଶ୍ଵରରୁ ୨୭ ଜଣ , ବଲାଙ୍ଗୀରି ଜିଲ୍ଲାରୁ ୨୪ଜଣ, କୋରାପୁଟ ରୁ ୨୨ ଜଣ,ଅନୁଗୋଳ ରୁ ୨୦ ଜଣ, ନବରଙ୍ଗପୁରରୁ ୧୮ଜଣ, ଗଜପତି ରୁ ୧୬ ଜଣ, ନୟାଗଡ ରୁ ୧୪ ଜଣ, କେନ୍ଦ୍ରାପଡ଼ା ରୁ ୧୨ ଜଣ,ମାଲକାନଗିରି ଜିଲ୍ଲା ରୁ ୧୧ ଜଣ, ଭଦ୍ରକ ରୁ ୧୦ଜଣ, କଳାହାଣ୍ଡିରୁ ୮ ଜଣ, ନୂଆପଡ଼ାରୁ ୬ ଜଣ, ଯାଜପୁର ଜିଲ୍ଲାରୁ ୫ ଜଣ, ଢେଙ୍କାନାଳରୁ୪ ଜଣ, ଝାରସୁଗୁଡାରୁ ୩ ଜଣ ଏବଂ କେଉଁଝର ଜିଲ୍ଲାରୁ ଜଣେ ସୁସ୍ଥ ହୋଇଛନ୍ତି। ଓଡ଼ିଶାରେ ଆଜି ୯ କରୋନା ଆକ୍ରାନ୍ତ ମୃତଙ୍କ ସହିତ ମୃତ୍ୟୁ ସଂଖ୍ୟା ୨୨୫ କୁ ବୃଦ୍ଧି ପାଇଛି। From The Web Share this: