୨୪ ଘଣ୍ଟା ମଧ୍ୟରେ ତୃତୀୟ ଥର ପାଇଁ ଗୁଜୁରାଟ ରେ ଭୂକମ୍ପ

Share this:

ଅହମ୍ମଦାବାଦ: ସୋମବାର ସନ୍ଧ୍ୟାରେ ଗୁଜରାଟର କୁଚ୍‌ରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି । ୨୪ ଘଣ୍ଟା ମଧ୍ୟରେ କୁଚରେ ଏହା ହେଉଛି ତୃତୀୟ ଭୂକମ୍ପ ରବିବାର ରାତି ୮.୧୫ ଠାରୁ ସୋମବାର ଅପରାହ୍ନ ମଧ୍ୟ ରେ ୧୩  ଟି କମ୍ପନ ହୋଇଛି

ଭୂତତ୍ତ୍ୱବିତ ବିଶ୍ବାସ କରୁଛନ୍ତି ଯେ ଭୂମିରେ ଥିବା ଉତ୍ତେଜନା ଯୋଗୁଁ ଏହା କମ୍ପନ ସୃଷ୍ଟି କରୁଛି । ଭୂକମ୍ପ ପାଇଁ ଦାୟୀ ପ୍ଲେଟ୍ ପୁଣି ଥରେ ଭୌଗୋଳିକ ଉତ୍ତେଜନା ସୃଷ୍ଟି କରୁଛି ଗୁଜୁରାଟରେ ଏକ ଭୂକମ୍ପ ବିଷୟରେ ବୈଜ୍ଞାନିକ ମାନେ ଚେତାବନୀ ଦେଇଛନ୍ତି। ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠ ଠାରୁ ପନ୍ଦର କିଲୋମିଟର ଦୂରରେ ବୋଲି କୁହାଯାଉଛି। ଲୋକମାନଙ୍କ ମଧ୍ୟ ରେ ଭୟ ଖେଳି ଯାଇଛି ଏହି  ଭୂକମ୍ପ ରେ ଧନ ଜୀବନର କୋଣସି କ୍ଷତି ହୋଇଥିବା ର ଖବର ନାହି

Share this: