Breaking Newsଓଡ଼ିଶା ରାଜ୍ୟ ରେ ଆଜି ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୮୭୮ଜଣ କରୋନା ଆକ୍ରାନ୍ତ July 29, 2020 MahimaLive 22 Views Angul, COVID HOSPITAL IN ODISHA, NEWS, odisha, odishafightscorona, Talcher, Talcher covid19 hospital, ଓଡ଼ିଶା, ଓଡ଼ିଶା କୋଭିଡ଼ ଖବର, କରୋନା ଖବର ଓଡ଼ିଶା 0 min read Share this: ଭୁବନେଶ୍ଵର : ରାଜ୍ୟରେ ଆଜି ଆଉ ୮୭୮ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୮ ହଜାର ୯୩୮ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ୩୯୬ ଜଣ,ଖୋର୍ଦ୍ଧା ରୁ ୧୧୪ ଜଣ,ଗଜପତି ରୁ ୪୯ ଜଣ ,କନ୍ଧମାଳ ରୁ ୩୩ ଜଣ ,କୋରାପୁଟ ରୁ ୩୫, ବରଗଡ଼,ବୌଦ୍ଧ ଓ ଢେଙ୍କାନାଳ ରୁ ୭ଜଣ ଲେଖାଏଁ , ଜଗତସିଂପୁର ରୁ ୪୪ ଜଣ , କଟକ ରୁ ୧୪ ଜଣ, କେଉଁଝର ରୁ ୨୩ ଜଣ, ଭଦ୍ରକ ରୁ ୧୩ ଜଣ ,ନୟାଗଡ ରୁ ୧୬ ଜଣ ,ଝାରସୁଗୁଡା ରୁ ୫ଜଣ ,ଯାଜପୁର ରୁ ୧୦ଜଣ,କନ୍ଧମାଳ ରୁ ୨୯ ଜଣ , ଅନଗୁଳ ରୁ ୨୬ ଜଣ ସୁସ୍ଥ ହୋଇଛନ୍ତି। ରାୟଗଡା ଓ ନୂଆପଡ଼ା ରୁ ୩ ଜଣ ଲେଖାଏଁ , ବାଲେଶ୍ଵର ରୁ ୩୩ ଜଣ,କେନ୍ଦ୍ରାପଡ଼ାରୁ ୮ ଜଣ , ଓ ସମ୍ବଲପୁର ରୁ ଜଣେ,ମାଲକାନଗିରିରୁ ୧୧ଜଣ ସୁସ୍ଥ ହୋଇଛନ୍ତି।,ବଲାଙ୍ଗୀରି ଓ ପୁରୀ ରୁ ୪ ଜଣ ଲେଖାଏଁ ଏବଂ ସୁନ୍ଦରଗଡ଼ ରୁ ୧୪ ଜଣ ସୁସ୍ଥ ହୋଇଛନ୍ତି। From The Web Share this: