Breaking Newsଓଡ଼ିଶା ଢେଙ୍କାନାଳ କୁ ୮ ଜିଲ୍ଲା ଲୋକଙ୍କୁ ପ୍ରବେଶ ନିଷେଧ July 11, 2020 MahimaLive 67 Views Angul, corona, dhenkanal, KOVID19, odishanews 0 min read Share this: ଢେଙ୍କାନାଳ:(ମହିମାଲାଇଭ) ଅନ୍ୟ ଜିଲ୍ଲା ଗୁଡିକରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବଢ଼ି ଚାଲିଥିବା କୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ୮ଟି ଜିଲ୍ଲାର ଲୋକଙ୍କୁ ନିଜ ଜିଲ୍ଲାକୁ ପ୍ରବେଶ ନିଷେଧ କରିଛି। ଢେଙ୍କାନାଳ ଜିଲ୍ଲା କୁ ପ୍ରବେଶ ନିଷେଧ ଥିବା ଜିଲ୍ଲାଗୁଡ଼ିକ ହେଉଛନ୍ତି ଅନଗୁଳ, ଗଞ୍ଜାମ,କଟକ,ଖୋର୍ଦ୍ଧା,ଯାଜପୁର,ଗଜପତି,ବାଲେଶ୍ଵର ଓ ସୁନ୍ଦରଗଡ଼। ଉକ୍ତ ଜିଲ୍ଲା ଗୁଡିକରୁ ଆସୁଥିବା ଯେକୌଣସି ଅଧିବାସୀ ଙ୍କ ପାଇଁ ୧୪ ଦିନ ସଂଗରୋଧ ବାଧ୍ୟତାମୂଳକ କରାଯାଇଛି ବୋଲି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତରଫରୁ ଜଣାପଡିଛି। FROM THE WEB Share this: