Covid-19 Odisha: ଆଜି କରୋନାରେ ୧୭ ଜଣଙ୍କର ମୃତ୍ୟୁ

death covid odisha
Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ଶୁକ୍ରବାର କରୋନା (Covid-19) ରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୧୦ କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

Also Read| NGT: ପ୍ରଦୂଷଣକୁ ନେଇ ୧୮ଟି ରାଜ୍ୟକୁ NGT ର ନୋଟିସ

Share this: