Breaking Newsଓଡ଼ିଶା ଏଣିକି ରାଜ୍ୟରେ ଦୈନିକ ୧୦ ହଜାର କୋଭିଡ଼-୧୯ ଟେଷ୍ଟିଂ July 17, 2020 MahimaLive 16 Views ANTIGEN, BHUBANESWAR, COVID-19 LATEST NEWS, covid-19 Test, ILS, INSTITUTE OF LIFE SCIENCE, ODISHA NEWS, RTPCR, TEST KIT, TEST KIT PRICE, world news 0 min read Share this: ଭୁବନେଶ୍ୱର: ରାଜ୍ୟରେ ବଢୁଥିବା କରୋନା ସଂକ୍ରମିତ ଙ୍କ ସଂଖ୍ୟା କୁ ଦେଖି ରାଜ୍ୟ ସରକାର ରାଜ୍ୟରେ କରୋନା ଟେଷ୍ଟିଂ ସଂଖ୍ୟା ବଢେଇ ଦେଇଛନ୍ତି। ଏଣିକି ଦୈନିକ ୧୦ହଜାର ଟେଷ୍ଟ କରାଯିବ। ସେଥିମଧ୍ୟରୁ RT-PCR ରେ ୭ହଜାର ଓ ୩ହଜାର ଆଣ୍ଟିଜେନ୍ ଟେଷ୍ଟ ହେବ। ଭୁବନେଶ୍ଵରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ର ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ସୂଚନା ଅନୁସାରେ ନିକଟରେ ପୁଣି ୨ ଲକ୍ଷ ଆଣ୍ଟିଜେନ୍ କିଟ୍ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ସମସ୍ତଙ୍କ ପାଇଁ ଆଗାମୀ ୧୪ ଦିନ ଗୁରୁତ୍ୱପୂର୍ଣ୍ଣ। ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲାରୁ ଅଧିକ କେସ୍ ଆସିଥିବାରୁ ଲକ୍ ଡାଉନ୍ କରାଯିବାର ଆବଶ୍ୟକତା ପଡିଛି। ଲୋକମାନଙ୍କୁ ନିୟମ ମାନିବାକୁ ପଡିବ। ୫ଟି ସ୍ଥାନକୁ ଅଧିକ ଫୋକସ କରାଯାଉଛି। ଆଗାମୀ ଦିନରେ ଏସବୁ ସ୍ଥାନରେ ଟେଷ୍ଟିଂ, ଟ୍ରେସିଂ, ଡୋର ଟୁ ଡୋର ସର୍ଭେ ଓ ସର୍ଭେଲାନ୍ସକୁ ଜୋରଦାର କରାଯିବ। FROM THE WEB Share this: