ଭାରତରେ ଗତ ୨୪ ଘଣ୍ଟାରେ ୧୪,୫୧୬ ନୂଆ ମାମଲା ସହିତ ମୋଟ ମୃତ୍ୟୁ ସଂଖ୍ୟା ୧୨,୯୪୮

Share this:

ଗତ ୨୪ ଘଣ୍ଟା ରେ ଭାରତ ରେ ୧୪,୫୧୬ କରୋନାଭାଇରସ୍ ନୂଆ ମାମଲା ସହିତ  ୩୭୫  ମୃତ୍ୟୁ ବରଣ କରିଛନ୍ତି।

 ଭାରତ ସରକାର ଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ମୋଟ ସଂକ୍ରମଣ ସଂଖ୍ୟା ୩ ,୯୫,୦୪୮  ଓ ୧୨,୯୪୮ ମୃତ୍ୟୁ ବରଣ କରିଛନ୍ତି। ସେହିପରି ୧,୬୮,୨୬୯ ସକ୍ରିୟ ଏବଂ ୨,୧୩,୮୩୧ ରୋଗୀ ସୁସ୍ଥ ହୋଇଛନ୍ତି।

Share this: