Breaking Newsଓଡ଼ିଶା

ରାଜ୍ୟ ରେ ଆଜି ପୁଣି ରେକର୍ଡ ସଂଖ୍ୟକ ୧୪୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

Share this:

ଭୁବନେଶ୍ଵର : (ମହିମା ଲାଇଭ )ରାଜ୍ୟରେ ଆଜି  ଆଉ ୧୪୦୯ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା୨୪  ହଜାର ୪୮୨ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ  ୨୫୮, ଖୋର୍ଦ୍ଧାରୁ ୨୧୮ ଜଣ,ରାୟଗଡା ରୁ ୧୨୮ ଜଣ,ସୁନ୍ଦରଗଡରୁ ୧୨୨ ଜଣ,ପୁରୀରୁ ୧୨୧ , ଗଜପତି ରୁ ୧୨୦ଜଣ,କୋରାପୁଟ ରୁ ୮୪ ଜଣ,କଟକ ରୁ ୬୮ ଜଣ , ବାଲେଶ୍ଵର ରୁ ୫୮ ଜଣ,ନବରଙ୍ଗପୁର ରୁ ୩୪ ଜଣ , କନ୍ଧମାଳ ରୁ ୩୦ ଜଣ ,ଯାଜପୁର ଜିଲ୍ଲାରୁ ୨୫ ଜଣ , ମାଲକାନଗିରି ଜିଲ୍ଲା ରୁ ୨୪ ଜଣ, କେଉଁଝର ଜିଲ୍ଲାରୁ ୧୯ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧୬ ଜଣ,ବରଗଡ଼ ଓ କେନ୍ଦ୍ରାପଡ଼ା ରୁ ୧୨ ଜଣ ଲେଖାଏଁ ,ଝାରସୁଗୁଡା ରୁ ୧୧ ଜଣ,ନୟାଗଡ ରୁ ୧୦ ଜଣ ,ବୌଦ୍ଧ ରୁ ୯ ଜଣ ,ନୂଆପଡ଼ା ରୁ ୮ ଜଣ , ମୟୁରଭଞ୍ଜ ଜିଲ୍ଲାରୁ ୭ ଜଣ , ଢେଙ୍କାନାଳ ରୁ ୨୪ ଜଣ,ଭଦ୍ରକ ରୁ ୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଅନଗୁଳ ଓ ଜଗତସିଂପୁର ରୁ ୨ ଜଣ ଲେଖାଏଁ ଏବଂ ଦେଓଗଡ ଓ କଳାହାଣ୍ଡି ରୁ ଜଣେ ସୁସ୍ଥ ହୋଇଛନ୍ତି।

ଓଡ଼ିଶାରେ ଆଜି ୯ କରୋନା ଆକ୍ରାନ୍ତ ମୃତଙ୍କ ସହିତ ମୃତ୍ୟୁ ସଂଖ୍ୟା ୨୧୬  କୁ ବୃଦ୍ଧି ପାଇଛି।

From The Web

Share this: