Breaking Newsଜାତୀୟମନୋରଞ୍ଜନ

ମୁମ୍ବାଇରେ ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କର ମୃତ୍ୟୁ

Share this:

ଆଜି ବଲିଓଡ଼ ପୁଣି ଜଣ ଙ୍କୁ ହରେଇଦେଇଛି। ପ୍ରଖ୍ୟାତ କୋରିଓଗ୍ରାଫର ସରୋଜ ଖାନଙ୍କ ମୁମ୍ବାଇର ବାନ୍ଦ୍ରାସ୍ଥିତ ଗୁରୁ ନାନକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ସରୋଜ ଖାନଙ୍କ ମୃତ୍ୟୁର କାରଣ ହୃଦ୍‌ଘାତ ବୋଲି କୁହାଯାଉଛି। କିଛି ଦିନ  ପୂର୍ବରୁ ନିଶ୍ୱାସ ପ୍ରଶ୍ୱାସ ନେବା ପରେ ସରୋଜ ଖାନଙ୍କୁ ବାନ୍ଦ୍ରା ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ କିଛି ଦିନ ପରେ ସେ ସୁସ୍ଥ ହୋଇ ନିଜ ଘରକୁ ଫେରି ଆସିଥିଲେ। କୋରିଓଗ୍ରାଫରଙ୍କୁ ୭୨  ବର୍ଷ ବୟସ ହୋଇଥିଲା। ସେ ଏକ ଦୋ ତିନ ,ଡୋଲାରେ ଆଦି ହିଟ ସଙ୍ଗୀତ ର ନୃତ୍ୟ ନିର୍ଦେଶନା ଦେଇଥିଲେ।

Share this: